ଆଗକୁ ଆସୁଛି ଦେବଶୟନୀ ଏକାଦଶୀ: ଜାଣନ୍ତୁ ଏହି ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜା ବିଧି
ଓଡ଼ିଶା ଭାସ୍କର: ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ତେବେ ଚଳିତ ବର୍ଷ ଇଂରାଜୀ କାଲେଣ୍ଡର ଅନୁସାରେ ଏହା ଜୁଲାଇ ୧୦ରେ ପଡ଼ିବ । ଚୁତୁର୍ମାସର ଆରମ୍ଭ ଏହି ଦିନ ଠାରୁ ହୋଇଥାଏ । ଏହି ଚତୁର୍ମାସରେ…