Breaking News ମୋହନାରେ ଅଘଟଣ: ଶ୍ୱାସରୁଦ୍ଧ ହେବାରୁ ଚାଲିଗଲା ୩ ଜୀବନ Sushreejyoti Routray Jul 7, 2022 ମୋହନା(ଓଡ଼ିଶା ଭାସ୍କର): ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ୩ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ନାରାୟଣ ନଗରରେ ଥିବା ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହି ୩…
Breaking News ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର, ଜାଣନ୍ତୁ କାହିଁକି Sushreejyoti Routray Jul 7, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବାଣିଜ୍ୟକର ଓ ଜିଏସଟି ବିଭାଗର ଘନଘନ ଚଢ଼ାଉକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡିଛି । ଫଳରେ…
Breaking News ଆସୁଛି ଆଉ ୨ଟି ଲଘୁଚାପ: ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ Sushreejyoti Routray Jul 7, 2022 ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨ ଦିନ ଧରି ବର୍ଷା ଲାଗି ରହିଛି । ଏହି ବର୍ଷା ଆହୁରି ୨ରୁ ୩ ଦିନ ଜାରି ରହିବ ବୋଲି…
Breaking News ପିଏମ କିଷାନ ଯୋଜନାରେ ଏବେ ବାର୍ଷିକ କିସ୍ତି ସହ ମାସକୁ ମିଳିବ ୩୦୦୦ ଟଙ୍କା: ଜାଣନ୍ତୁ କିପରି ଉଠାଇବେ ଲାଭ Sushreejyoti Routray Jul 7, 2022 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ୨୦୦୦ ଟଙ୍କାର ୩ଟି କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି । ଏହା ସହ ଚାଷୀଙ୍କୁ ମାନଧନ ଯୋଜନାର ଲାଭ ବି ମିଳୁଛି ।…
Breaking News ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବଡ ସଫଳତା: ଆଉ ଏକ ମଶା ଜରିଆରେ ହେବ ପ୍ରୋଟେକ୍ସନ Abinash Kumar Dhal Jul 7, 2022 ଭୁବନେଶ୍ୱର: ଏଣିକି ମଶା ଯୋଗୁଁ ବ୍ୟାପୁଥିବା ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗ ନିୟନ୍ତ୍ରଣ ହୋଇପାରିବ । ଆଉ ପୂର୍ବ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରିବ ନାହିଁ । ଏହାର ନିୟନ୍ତ୍ରଣ ପାଇଁ ଗବେଷଣାରେ ମିଳିଛି ବଡ…
Breaking News ଏହି ନାମର ଝିଅଙ୍କ ଉପରେ ଥାଏ ମା’ଲକ୍ଷ୍ମୀଙ୍କ କୃପା: ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମିଳିଥାଏ ସଫଳତା Sushreejyoti Routray Jul 7, 2022 ନାମ ଜ୍ୟୋତିଷରେ କୌଣସି ବ୍ୟକ୍ତିର ନାମ ତାର ପରିଚୟ ସମ୍ପର୍କରେ ବହୁତ କିଛି କହିଥାଏ । ତେଣୁ ଜଣେ ବ୍ୟକ୍ତି ପାଇଁ ତାର ନାମ ବହୁତ ମହତ୍ଵପୁର୍ଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନାମ କେବଳ ବ୍ୟକ୍ତିର ପରିଚୟ ନୁହେଁ…
Astrology ରାଶିଫଳ(ଗୁରୁବାର,୦୭ ଜୁଲାଇ,୨୦୨୨) Odisha Bhaskar Bureau Jul 7, 2022 ମେଷ: ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ । ଶରୀରରେ ଫୂର୍ତ୍ତିର ଅଭାବ ରହିବ । ମାନସିକ ଅସୁସ୍ଥତାର ସ୍ଥିତିରେ…
Breaking News ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ କଲେ ବିଧାୟକ Abinash Kumar Dhal Jul 7, 2022 ଫୁଲବାଣୀ(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୁଧବାର କଟକ ବୋର୍ଡ ଅଫିସ ଠାରେ ବିଧିବଦ୍ଧ ଭାବରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୋଟ 5…
Breaking News ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ ଚାନ୍ସ ବହୁତ କମ୍ ହୋଇଯାଇଥାଏ: ଭାରତ ଓ ଜର୍ମାନୀ ବୈଜ୍ଞାନିକଙ୍କ ନୂଆ ଖୁଲାସା Manas Pradhan Jul 6, 2022 ନୂଆଦିଲ୍ଲୀ: ନିକଟରେ ଭାରତ ଓ ଜର୍ମାନୀର ଗବେଷକମାନେ ଶାରୀରିକ ସମ୍ପର୍କ ଓ ଗର୍ଭଧାରଣକୁ ନେଇ ଏକ ନୂଆ ତଥ୍ୟର ଖୁଲାସା କରିଛନ୍ତି । ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ କରିବାର ଚାନ୍ସ ବହୁତ ହ୍ରାସ ପାଇଥାଏ ।…
Featured ୧୦ ମାସର ଶିଶୁକୁ ମିଳିଲା ରେଲୱେରେ ଚାକିରି… କିନ୍ତୁ… Abinash Kumar Dhal Jul 6, 2022 ରାୟପୁର: ଜଣେ ୧୦ ମାସର ଶିଶୁକୁ ଭାରତୀୟ ରେଳବାଇରେ ମିଳିଛି ଚାକିରି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ରାୟପୁର ରେଳ ମଣ୍ଡଳ ବିଭାଗ ଦଶ ମାସର ଶିଶୁର ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ…