ରୋଜଗାରର ସୁଅ ଛୁଟିଲା: LIC, BYJU’S ପରି ୮ଟି କମ୍ପାନୀ IPO ବଜାରରେ କରିବେ ଏଣ୍ଟ୍ରି
ନୂଆଦିଲ୍ଲୀ: ଯଦି ଆପଣ ଆଇପିଓ ମାର୍କେଟରୁ ରୋଜଗାର କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଆସନ୍ତା ମାସରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଠାରୁ ଆରମ୍ଭ କରି ବାଇଜୁସ୍ ପର୍ଯ୍ୟନ୍ତ…