ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କତା ଜାରି କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାଲେଣ୍ଟାଇନ୍ ସପ୍ତାହ / ଦିନ ପାଇଁ ସତର୍କ କରାଇଛି କ୍ରାଇମବ୍ରାଞ୍ଚ୍ । ସାଇବର୍ ଠକେଇ ଆଶଙ୍କା କରି ସତର୍କ କରାଇଲା କ୍ରାଇମବ୍ରାଞ୍ଚ୍ । ଅଜଣା କଲ୍ ଓ ଗିଫ୍ଟ ଆଦି ଦେବା ଓ ନେବାକୁ ନେଇ…

ଆଜି କୋଭିଡ୍ ସଂକ୍ରମଣ ଦୁଇ ହଜାର ତଳକୁ ଖସିଲା, ରାଜ୍ୟରୁ ଚିହ୍ନଟ ହେଲେ ୧୫୦୩ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସମ୍ପତ୍ତି ବଢ଼ିଛି କୋଟିରେ, ଏମାନଙ୍କ ଶାସନ କାଳରେ ରାଜ୍ୟର ଗରିବଙ୍କର ଆୟ କେତେ ବଢ଼ିଛି, ଜାଣନ୍ତୁ

ନୂଆଦିଲ୍ଲୀ: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ୍ ରହିଛି । ତେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ବୃଦ୍ଧି ହୋଇଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି । ତଥ୍ୟରୁ…

ଲକ୍ଷେ ତଳକୁ ଆସିଲା ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା, ୧୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ୬୭ ହଜାର ୫୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୧ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟାରେ…

ଆସନ୍ତା ମାସରେ ହେବ EPFOର ବୈଠକ, ବଢ଼ିପାରେ PF ସୁଧ ହାର

ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତାମାସରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ…

(Video)ସୌମ୍ୟ ସୁଇସାଇଡ୍ କେସ୍: ଝିଅ ଆତ୍ମହତ୍ୟା କଲେ ପୁଅକୁ ଜେଲରେ ପଶୁଛି, କିନ୍ତୁ ଓଲଟା ହେଲେ ଝିଅ ଫ୍ରୀରେ ବୁଲୁଛି: ଆଇନଜୀବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତକାଲି ଏକ ଅଡିଓ ରେକର୍ଡିଂ ସାମନାକୁ ଆସିଥିଲା । ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ସୋନାଲି ଓ ସୌମ୍ୟ କଥା…

ବଦଳିବ ପାଗ: ୩ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପରିବର୍ତ୍ତନ ହେବ ପାଗ । ୯ରୁ ୧୦ ତାରିଖରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ତେଣୁ ଏହି ଦୁଇଦିନ ବର୍ଷା ହେବାର ସମ୍ଭାବନା ରହିଛି । ୯ରେ ଆଭ୍ୟନ୍ତରୀଣ ଓ…

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତ୍ୟେକ ଦିନ କେହି ନା କେହି ସରକାରୀ କର୍ମଚାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ୁଛନ୍ତି । ତେବେ ଗତକାଲି ଜଣେ ଆଇଆଇସି ଲାଞ୍ଚ ନେଇ ଧରାପଡ଼ିଥିବା ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ…

ରଣଜୀ ଟ୍ରଫିରୁ ଓହରିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଆଇପିଏଲ୍ ପାଇଁ ଫୋକସ୍

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଘରୋଇ ରଣଜୀ ଟ୍ରଫି କ୍ରିକେଟ ଖେଳିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗତ ବର୍ଷ ଟି- ୨୦ କ୍ରିକେଟ ବିଶ୍ୱକପ ପରେ ଦଳରୁ ବାଦ ପଡିଥିବା…

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳକାୟ ଉଲକାପିଣ୍ଡ, ଜାଣନ୍ତୁ ପୃଥିବୀ ନିକଟରେ କେବେ ପହଞ୍ଚିବ

ନୂଆଦିଲ୍ଲୀ: ଅନ୍ତରିକ୍ଷକୁ ନେଇ ବୈଜ୍ଞାନିକ ମାନେ ଅଧ୍ୟୟନ ଜାରି ରଖିଛନ୍ତି । ପ୍ରତିଟି ଗତିବିଧି ଉପରେ ତିଖ୍ନ ନଜର ରଖାଯାଇଛି । ତେବେ ଅନ୍ତରିକ୍ଷ ସମ୍ପର୍କରେ ଜାଣିବା ପାଇଁ ଯେତିକି ଲାଳସା ରହିଛି ସେତିକି ଏହା…