ଆରମ୍ଭ ହେଲା ପ୍ରେମର ସପ୍ତାହ: ଏହି ସାଇଟରେ ମିଳିବ ଶସ୍ତା ବା ମାଗଣା ଗିଫ୍ଟ, ଖୁସି ହେଇଯିବେ ପାର୍ଟନର
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ ବା ପ୍ରେମର ସପ୍ତାହ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସପ୍ତାହଟି ବେଶ ମହତ୍ତ୍ୱ ରଖିଥାଏ । ୭ ଫେବୃୟାରୀରୁ ରୋଜ ଡେରୁ ଆରମ୍ଭ ହେଉଥିବା ବେଳେ ୧୪ ଫେବୃୟାରୀରେ…