(Video) ରାସ୍ତାକଡ଼ରେ ଛୁଆକୁ ଫିଙ୍ଗିଲା ମା’! ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଲା ପୋଲିସ୍

ରାସ୍ତାକଡ଼ରେ ଛୁଆକୁ ଫିଙ୍ଗିଦେଇ ଚାଲିଗଲା ମା’ । ଶୀତ କାକରରେ ପଡ଼ିରହିଲା ସାତ ମାସର ଶିଶୁପୁତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ବାରିପଦାରେ । ତେବେ କିଏ ଏବଂ କେଉଁ ପରିସ୍ଥିତିରେ…

ରାଜ ବାୱା ଓ ରବି କୁମାର ଘାତକ ବୋଲିଂ: ଭାରତ ଆଗରେ ୧୯୦ ରନର ଟାର୍ଗେଟ

ନୂଆଦିଲ୍ଳୀ: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ମାତ୍ର ୧୮୯ ରନରେ ସୀମିତ ରଖିଛି ଭାରତ । ଭାରତ ପକ୍ଷରୁ ରାଜ ବାୱା ୫ଟି ଏବଂ ରବି କୁମାର ୪ଟି ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।…

ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ବେଗୁନିଆପଡା: ସମବାୟ ସମିତି ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ବେଗୁନିଆପଡା ବ୍ଲକ ଏସ. ଛଚିନା ପଞ୍ଚାୟତର ସମବାୟ ସମିତି ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା…

ପ୍ରଥମ ଦିନିକିଆରେ ଏହି ଷ୍ଟାର ଖେଳାଳି କରିବେ ଓପନ: ରାତାରାତି ଦଳରେ ଦମଦାର ଖେଳାଳିଙ୍କ ହେଲା ଏଣ୍ଟ୍ରି

ମୁମ୍ବାଇ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା କାଲି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ । ସିରିଜର ଠିକ ପୂର୍ବରୁ କରୋନା ମାଡରେ ଘାଇଲା ହୋଇଥିବା ଟିମ ଇଣ୍ଡିଆ ଏବେ ଅଣ୍ଟା ସଳଖିବାକୁ…

ବଦଳିଲା କ୍ରୀଡାର ପରିଭାଷା: ଜମ୍ମୁ କଶ୍ମୀରରେ ଲାଗୁ ହେଲା ନୂଆ ଖେଳନୀତି ୨୦୨୨

ନୂଆଦିଲ୍ଲୀ: ରାଜ୍ୟର ନୂଆ ଖେଳନୀତିକୁ ମଞ୍ଜୁରୀ ପ୍ରଦାନ କରିଛି ଜମ୍ମୁ କଶ୍ମୀର ପ୍ରଶାସନ । ଏଣିକି ଖେଳାଳିମାନଙ୍କୁ ସରକାରୀ ଚାକିରି ସହିତ ବିଭିନ୍ନ ପୁରସ୍କାରରେ ପୁରସ୍କୃତ କରାଯିବ ବୋଲି ଜଣାଯାଇଛି । ରାଜ୍ୟରେ…

କ୍ୟାନ୍ସରରୁ ମୁକ୍ତି ଦେଇଥାଏ ଏହି ସବୁ ଖାଦ୍ୟ: ଆଜି ହିଁ ଡାଏଟରେ କରନ୍ତୁ ସାମିଲ

ନୂଆଦିଲ୍ଳୀ: ଜାଣନ୍ତି କି ଜୀବନ ଚର୍ଯ୍ୟାରେ କିଛି ପରିବର୍ତ୍ତନ ଆପଣଙ୍କୁ କର୍କଟ ବା କ୍ୟାନ୍ସର ଠାରୁ ଦୂରରେ ରଖି ପାରିବ । କ୍ୟାନ୍ସର ପାଇଁ ମାତ୍ର ଅଳ୍ପ କିଛି ମାତ୍ରା ଆନୁବଂଶିକ କାରଣରୁ ହେଉଥିବା ବେଳେ ଅଧିକାଂଶ…

ଭାରତରେ ଆରମ୍ଭ ହେଲା ୫ଜି ଟ୍ରାଏଲ: ୪ କମ୍ପାନୀଙ୍କୁ ମିଳିଲା ଟେଲିକମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ: ଦେଶରେ ଏୟାରଟେଲ, ଜିଓ, ଭୋଡାଫୋନ ଆଇଡିଆ ଏବଂ ଏମଟିଏନଏଲକୁ ୫ ଜି ଟ୍ରାଏଲ ପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେସନର ଅନୁମତି ମିଳିଛି । ଏନେଇ ରାଜ୍ୟସଭାରେ ଶୁକ୍ରବାର ଟେଲିକମ ମନ୍ତ୍ରାଳୟ ତରଫରୁ ଏକ…

୪ ହଜାର କୋଟି ମିଳିଲା ପରେ କଥା ହେବା: ଭାରତ ପେ ଛାଡିବା ପାଇଁ ସର୍ତ୍ତ ରଖିଲେ ଅଶନୀର ଗ୍ରୋଭର

ନୂଆଦିଲ୍ଳୀ: ଭାରତ ପେର ସହ ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କୁ ନେଇ ଦେଖା ଦେଇଥିବା ବିବାଦ ଥମିବାର ନା ନେଉନି । ଦିନକୁ ଦିନ ବଢିବାରେ ଲାଗିଛି ଅଶନୀରଙ୍କ ଅଡୁଆ । କୋଟାକ ମହିନ୍ଦ୍ରା ବ୍ୟାଙ୍କର ଜନୈକ ରିଲେଶନସିପ୍…

(Video) ଶୁଣ୍ଢରେ ହାତୀ ଆଙ୍କୁଛି ଚିତ୍ର; ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚିତ୍ରକାର ଚିତ୍ର ଆଙ୍କୁଥିବାର ଆପଣ ଦେଖିଥିବେ । ଚିତ୍ର ଆଙ୍କିବା ଏତେ ସହଜ କାମ ବି ନୁହେଁ । କିନ୍ତୁ ହାତୀ ଚିତ୍ର ଆଙ୍କିବାର ଆପଣ କେବେ ଦେଖିଛନ୍ତି କି! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୋସିଆଲ…

ହାଇଦ୍ରାବାଦ ନୁହେଁ ଭାଗ୍ୟନଗର: ୨୧୬ ଫୁଟ ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ଉଦଘାଟନ ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଉଦ୍ଘାଟିତ ହୋଇ ଯାଇଛି ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି । ବିଶିଷ୍ଟ ଭାରତୀୟ ସମାଜ ସଂସ୍କାରକ ରାମାନୁଜାଚାର୍ଯ୍ୟଙ୍କ ୨୧୬ ଫୁଟ ଉଚ୍ଚ ପ୍ରତିମାର ଅନାବରଣ କରିଛନ୍ତି…