ଚହଲ ଭାଗ୍ୟଶାଳୀ, ସେ ଆଜି ଦଳରେ ଅଛନ୍ତି, ହେଲେ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍:  ଦିନେଶ କାର୍ତ୍ତିକ 

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିଛି। ଚହଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ଏହା ସତ୍ତ୍ଵେ ବି ଚୟନକର୍ତ୍ତା…

ବଜେଟରେ ବଡ ଘୋଷଣା କରି ପାରନ୍ତି ସୀତାରମଣ: ଇପିଏଫ୍ ଉପରେ ମିଳିବ ୫ ଲକ୍ଷ ରିହାତି

ନୂଆଦିଲ୍ଳୀ: ଚାକିରିଆଙ୍କ ପାଇଁ ଖୁସି ଖବର । ଇପିଏଫ୍ ଜମା ଉପରେ ମିଳିବାକୁ ଯାଉଛି ବଡ ରିହାତି । ୫ ଲକ୍ଷ ଟଙ୍କା ଯାଏଁ ଇପିଏଫ୍ ଜମା ଉପରେ ଆୟକର ରିହାତି ପ୍ରଦାନ କରାଯିବ । ପୂର୍ବରୁ ସରକାରୀ ଚାକିରିଆଙ୍କ ପାଇଁ ଏହି…

ପଞ୍ଜାବ ନିର୍ବାଚନ: ଦୁଇଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କେଜ୍ରିଓ୍ଵାଲଙ୍କ ଆକ୍ଷେପ

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ପ୍ରାର୍ଥୀଙ୍କ ଆଉ ଏକ ତାଲିକା ଜାରି କରିଛି। ୮ ପ୍ରାର୍ଥୀଙ୍କୁ ନେଇ ଜାରି ଏହି ତାଲିକାରେ ସବୁଠୁ ପ୍ରମୁଖ ନାମ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ରହିଛି। ଚନ୍ନିଙ୍କୁ ଭଦୋରା…

ସମସ୍ତଙ୍କ ସାମ୍ନାରେ ମୌନୀ ରୟଙ୍କୁ ଲିପ୍ କିସ୍ କଲେ ସୁରଜ୍: ଦେଖନ୍ତୁ Video

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ବିବାହ କରିସାରିଛନ୍ତି। ମୌନୀ ଏବଂ ସୁରଜ ୨୭ ଜାନୁଆରୀରେ ଗୋଆରେ ବିବାହ କରିଥିଲେ। ଦୁହେଁ ମାଲାୟଲମ ଏବଂ ବଙ୍ଗାଳି ରୀତିନୀତି ଅନୁଯାୟୀ ବିବାହ…

ସଂଘର୍ଷପୂର୍ଣ୍ଣ ଫାଇନାଲ ଜିତିଲେ ନାଦାଲ: ପଛରେ ପଡିଲେ ଫେଡେରର ଓ ଜୋକୋଭିଚ୍

ନୂଆଦିଲ୍ଲୀ: ଚଳିତ ବର୍ଷର ଅଷ୍ଟ୍ରେଲିଆନ ଓପନ ବିଜୟୀ ହୋଇଛନ୍ତି ରାଫେଲ ନାଦାଲ । ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ଋଷର ଡାନିଲ ମେଦଭେଦେଭଙ୍କୁ ୫ ସେଟ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିଥିଲେ ନାଦାଲ ।…

କୋଟିପତି ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲାରେ କୋଟିପତି ଶିକ୍ଷକ ଶିଶିର କୁମାର ସେମିଳିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜୟପୁର…

ମହିଳା ଆସେସ୍: ଇଂଲଣ୍ଡର ଲଢୁଆ ବ୍ୟାଟିଂ ସତ୍ତେ୍ୱ ଡ୍ର’ରେ ଶେଷ ହେଲା ମୁକାବିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ମହିଳା ଆସେସ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଅନ୍ତିମ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ ୨୫୭ ରନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ୨୪୫ ରନ ସଂଗ୍ରହ କରିଥିଲା ।…

୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଆପଣ ସଡ଼କ ଦୁର୍ଘଟଣାର ଅନେକ ଭୟଙ୍କର ଭିଡ଼ିଓ ତ ଦେଖିଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଯିବ । ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ…

ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ! ଘରେ ପଡ଼ିରହିଛି ମୃତଦେହ

କୋଇଡ଼ା(ଓଡ଼ିଶା ଭାସ୍କର): ୩ ଦିନ ହେବ ଘରେ ପଡ଼ି ରହିଛି ମୃତଦେହ । ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମଦ୍ୟପ ଦମ୍ପତ୍ତିଙ୍କ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ…

ବଳପୂର୍ବକ ସେକ୍ସ କରୁଥିଲେ ଫୁଟବଲର: ଘରୋଇ ହିଂସାର ଅଭିଯୋଗ ଆଣିଲେ ଏକ୍ସ ଗାର୍ଲଫ୍ରେଣ୍ଡ, ଶୁଣନ୍ତୁ ଭାଇରାଲ ଅଡିଓ

ନୂଆଦିଲ୍ଳୀ: ମାଞ୍ଚେଷ୍ଟର ୟୁନାଇଟେଡ୍ ଫୁଟବଲର ତଥା ଇଂଲଣ୍ଡ ଫୁଟବଲ ଖେଳାଳି ମାସନ ଗ୍ରୀନଉଡ ଅଡୁଆରେ ପଡିଛନ୍ତି । ମାସନ ନିଜର ପୂର୍ବତନ ପ୍ରେମିକାଙ୍କ ସହିତ ବଳପୂର୍ବକ ସେକ୍ସ କରିବା ସହିତ ମାଡ ମାରିଥିବା ନେଇ ଅଭିଯୋଗ…