fbpx
BSKY SKY
BSKY SKY

ସମସ୍ତଙ୍କ ସାମ୍ନାରେ ମୌନୀ ରୟଙ୍କୁ ଲିପ୍ କିସ୍ କଲେ ସୁରଜ୍: ଦେଖନ୍ତୁ Video

BSKY

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ବିବାହ କରିସାରିଛନ୍ତି। ମୌନୀ ଏବଂ ସୁରଜ ୨୭ ଜାନୁଆରୀରେ ଗୋଆରେ ବିବାହ କରିଥିଲେ। ଦୁହେଁ ମାଲାୟଲମ ଏବଂ ବଙ୍ଗାଳି ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ ମୌନୀ ଏବଂ ସୁରଜ ସଂଗୀତ ଉତ୍ସବର ଆୟୋଜନ କରିଥିଲେ। ମୌନୀ ଏବଂ ସୁରଜ ସଂଗୀତ ଉତ୍ସବରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ମୌନୀ ଏବଂ ସୁରଜ ଏକାଠି ଷ୍ଟେଜରେ ପଫର୍ମ କରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମୌନୀଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାବେ ଭାଇରଲ ହୋଇଥିଲା। ଏହା ପରେ ସୁରଜ ତାଙ୍କ ସହିତ ଡ୍ୟାନ୍ସ କରିଥିଲେ। ସଂଗୀତ ଉତ୍ସବ ସରିବା ପରେ କେକ୍‌ କାଟିଥିଲେ। ଆଉ କେକ୍‌ କାଟିବା ପରେ ଦୁହେଁ ପରସ୍ପରକୁ କିସ୍‌ କରିଥିଲେ। ଦୁହେଁ ଏହାର ଷ୍ଟୋରୀ ଇନଷ୍ଟାରେ ସେୟାର କରିଛନ୍ତି। ମୌନୀଙ୍କ ସହିତ ସଂଗୀତ ଉତ୍ସବରେ ଅର୍ଜୁନ ବିଜଲାନୀ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଏହି ଉତ୍ସବରେ ମୌନୀ ସୁନେଲୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ।

Get real time updates directly on you device, subscribe now.