CHARIDHAM

ହାଇୱେରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ Cashless ଚିକିତ୍ସା, ସରକାର ଉଠାଇବାକୁ ଯାଉଛନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଲେ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ୟାସଲେସ୍ ଚିକିତ୍ସା ଯୋଜନା ପାଇଁ ବ୍ୟବସ୍ଥା କରାଯାଉଛି । ଯାହାଫଳରେ ଆହତ ମାନେ ଟଙ୍କା ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବାରେ…

ପୁଣି ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼, ପାରବାରିକ କଳହରୁ ରକ୍ତପାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ପାରବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ଛୁରି ଭୁସିଥିବା ଜଣାପଡ଼ିଛି । ଏଡି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା…

ତପସ୍ୱିନୀ ଶ୍ୱଶୁର ଘରେ, ସୁମିତ ବାହାରେ: ଆଜି ଆସିବ କୋର୍ଟଙ୍କ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ବିବାଦର ଶୁଣାଣି ଆଜି କୋର୍ଟରେ ହେବ । ମାସାଧିକ ସମୟ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସମାଧାନର ବାଟ…

କରୋନା ଯୋଗୁଁ ବଦଳିଗଲା ମା’ କ୍ଷୀରର ରଙ୍ଗ, ଧଳାରୁ ହେଲା ସବୁଜ!

ନୂଆଦିଲ୍ଲୀ: କଣ କରୋନା ଭାଇରସ୍ କାରଣରୁ ମା' କ୍ଷୀରର ରଙ୍ଗ ବଦଳି ଯାଉଛି? ଏହି ପ୍ରଶ୍ନର ଜବାବ ହେଉଛି, ହଁ । ଜଣେ ମହିଳା ଦାବି ସହିତ କହିଛନ୍ତି ଯେ, କରୋନା ସଂକ୍ରମିତ ହେବା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେଉଛି ।…

(See Video) ଭଦ୍ରକର ବହୁଚର୍ଚ୍ଚିତ ଅଭିଷେକଙ୍କ ମୃତ୍ୟୁ ଘଟଣା: ବଳକା ୪୦ ଲକ୍ଷ ଦାନ କଲେ ପତ୍ନୀ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଭିଷେକ ମହାପାତ୍ର ଦୀର୍ଘଦିନର ଏକକୋ ଚିକିତ୍ସା ପରେ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ପ୍ରାଣ ହରାଇଥିଲେ । କୋଭିଡ୍ ସମୟରେ ଅଭିଷେକଙ୍କୁ ନେଇ ସେ ସମୟରେ ସାରା…

କଣ୍ଟେନମେଣ୍ଟ୍ ଜୋନ ହେଲା ଅନୁଗୁଳ କୋର୍ଟ, ୧୨ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍

ଅନୁଗୁଳ(ଓଡ଼ିଶା ଭାସ୍କର): ଅନୁଗୁଳ କୋର୍ଟ ହେଲା କଣ୍ଟେନମେଣ୍ଟ୍ ଜୋନ୍ । କୋର୍ଟର ୧୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ୩୦ ତାରିଖ ଯାଏଁ…

ଗର୍ଭବତୀଙ୍କୁ ଶିକାର କରୁଛି କରୋନା, ଲକ୍ଷଣ ଦେଖା ନଗଲେ ବି ହୋଇଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଚିନ୍ତାର କାରଣ ପାଲଟିଛି । ୨ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ଆସୁଥିବା ବେଳେ ଆଉ ଏକ…

ଏକ ମାସ ଧରି ମିଠା ନ ଖାଇଲେ ଶରୀର ଉପରେ କଣ ପଡ଼ିବ ପ୍ରଭାବ?

ଓଡ଼ିଶା ଭାସ୍କର ବ୍ୟୁରୋ: ଚାହା ରେ ଚିନି ଅଧିକ ହୋଇଯାଇଛି....ଆଜି ଖିରୀ ଅଧିକ ମିଠା ହୋଇଗଲା...ମୁଁ କେବଳ ଗୋଟିଏ ରସଗୋଲା ଖାଇବି.... ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ଥିବା ଲୋକମାନଙ୍କ ମୁହଁରୁ ଆପଣ ମାନେ ଏହିଭଳି…

Oo Antava ଆଇଟମ୍ ନମ୍ବର ପାଇଁ ସାମନ୍ଥା କେତେ ନେଇଛନ୍ତି ଜାଣିଛନ୍ତି, ଜାଣିଲେ ମୁଣ୍ଡରେ ହାତ ଦେବେ (See Video)

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ର ‘ଓ ଅନ୍ତାୱା’ ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତେବେ ଏହା ସାମନ୍ଥାଙ୍କ ପ୍ରଥମ ଆଇଟମ୍…

ଆରମ୍ଭ ହେଲା Amazon Great Republic Day Sale: ଶସ୍ତାରେ ଉପଲବ୍ଧ ହେଉଛି ସ୍ମାର୍ଟଫୋନ୍, ୪୦% ଡିସକାଉଣ୍ଟ୍ ସହ ମିଳୁଛି EMI ଅଫର୍

ନୂଆଦିଲ୍ଲୀ: ଆମାଜନ୍ ରେ ଗ୍ରେଟ୍ ରିପବ୍ଲିକ୍ ଡେ ସେଳ୍ ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଏହି ସେଲ୍ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଅନ୍ୟାନ୍ୟ ଜିନିଷ ସହିତ ସ୍ମାର୍ଟଫୋନ୍ ରେ ଜବରଦସ୍ତ…