ଆମିଷ ଖାଇବାରେ ଭାରତର ଏହି ରାଜ୍ୟର ଲୋକମାନେ ସବୁଠୁ ଆଗରେ, ମାତ୍ର ୨୬ ପ୍ରତିଶତ ହେଉଛନ୍ତି ଶାକାହାରୀ; ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ପେୟ ମାମଲାରେ ଭାରତୀୟ ମାନେ ସବୁଠୁ ଆଗରେ ରହିଛନ୍ତି । ନାନା ପ୍ରକାର ବ୍ୟଞ୍ଜନ ତିଆରି କରି ଖାଇବା ଭାରତୀୟଙ୍କୁ ଖୁବ୍ ପସନ୍ଦ । ଏହି କ୍ରମରେ ନ୍ୟାସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ ରୁ ଏକ ରିପୋର୍ଟ…

ନିଜ ଶରୀରର ଅଙ୍ଗ କାଟି ହୋଇଗଲେ ଏଲିୟନ, ଜାଣନ୍ତୁ କ’ଣ ରହସ୍ୟ…

ଦେଖିଲେ ଡ଼ର ଲାଗୁଥିବ ନିଶ୍ଚୟ । ଭୟଙ୍କର ଚେହେରା ଓଠ ପାଟି ନାକ ର ଗଠନ ଅଜବ । ଆଖିକୁ ଦେଖିଲେ ଲୋମ ଟାଙ୍କୁରିଯାଉଛି । ଦେହ ସିତେଇଯାଉଛି । ଏହି ଫୋଟୋ ଦେଖିଲେ ଲାଗୁଛି ସତରେ ଏ ଆମ ଜୀବଜଗତର କେଉଁ ପ୍ରଜାତିର ପ୍ରାଣୀ ।…

୧୦୫ ବର୍ଷ ଭିତରେ କେତେ ବଦଳିଛି ଆଣ୍ଟର୍କଟିକା? ଫଟୋରେ ଦେଖନ୍ତୁ ସେବେ ଓ ଏବେ ଭିତରେ କଣ ରହିଛି ଫରକ

ନୂଆଦିଲ୍ଲୀ: ଆପଣ ମାନେ ଶୁଣିଥିବେ ନିଶ୍ଚୟ ଯେ, ଲଗାତର ଭାବରେ ପରିବେଶରେ ବାୟୂମଣ୍ଡଳୀୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଲଗାତର ଭାବରେ ଭୁସ୍ଖଳନ ହେଉଛି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ…

କଙ୍ଗନାଙ୍କୁ ବିଧାନସଭା ଶାନ୍ତି କମିଟିର ସମନ, ଶିଖ୍ ଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମନ କରିଛି ଦିଲ୍ଲୀ ବିଧାନସଭା ଶାନ୍ତି କମିଟି । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ କରାଯାଇଛି । ଏଥି ସହ ଆପ୍ ବିଧାୟକ ରାଘବ ଚଢାଙ୍କ…

ଗାଁକୁ ନାହିଁ ରାସ୍ତା, ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଷ୍ଟ୍ରେଚର୍ ରେ ବୋହି ନଦୀ ପାର୍ କରାଇଲେ ଗ୍ରାମବାସୀ । ପ୍ରୟେ ୩ କିମି ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଳାନ୍ସ ନିକଟରେ ପହଞ୍ଚାଇଲେ ଗ୍ରାମବାସୀ । ପରେ ଗର୍ଭବତୀଙ୍କୁ କେନ୍ଦୁଝର…

ମେଘାଳୟ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡ଼ିଲେ ୧୨ ବିଧାୟକ

ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ପୂର୍ବରୁ ମେଘାଳୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଏବେ ଦଳ ଛାଡ଼ି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି । ସେମାନଙ୍କ…

ଜୁନିୟର ବିଶ୍ୱକପ୍ ହକି: କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା, ଆମେରିକାକୁ ୧୭-୦ରେ ହରାଇଲା ସ୍ପେନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱ କପ୍ ଆରମ୍ଭ ହୋଇ ଯାଇଛି । ଆଜି ଥିଲା ଦ୍ୱିତୀୟ ଦିନ । ମ୍ୟାଚରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ସ୍ପେନ ର ନୂଆ ରେକର୍ଡ । ଜୁନିଅର୍ ହକି ବିଶ୍ଵକପ ରେ…

ବାରମ୍ବାର କ୍ଷୀରକୁ ଫୁଟାଉଛନ୍ତି କି? ତେବେ ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି

ଘରକୁ କ୍ଷୀର ଆସିବା ମାତ୍ରେ ତାକୁ ପ୍ରଥମେ ଫୁଟାଯାଏ ଓ ପରେ ବ୍ୟବହାର ହୋଇଥାଏ । କ୍ଷୀରରେ ଅନେକ ପ୍ରକାରର ଭିଟାମିନ, କ୍ୟାଲସିୟମ, ପ୍ରୋଟିନ୍ ଇତ୍ୟାଦି ପୁଷ୍ଟିକର ତତ୍ତ୍ୱ ମିଳିଥାଏ, ତେଣୁ ପ୍ରତିଦିନ କ୍ଷୀର ପିଇବାକୁ…

ପରିବହନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ବୌଦ୍ଧ ଯିବାବେଳେ ପରିବହନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଳାପତାକା ପ୍ରଦର୍ଶନ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ବଲାସିଂହାରେ କଳାପତାକା ଦେଖାଇଲେ ।

ଶ୍ରେୟସ ବଢାଇଲେ ଅଧିନାୟକଙ୍କ ଟେନସନ, ବିରାଟ ଫେରିଲେ ପ୍ଲେଇଙ୍ଗ ଇଲେଭେନରୁ କେଉଁ ଖେଳାଳି ପଡିବେ ବାଦ୍ ?

ନୂଆଦିଲ୍ଲୀ : ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି । ଘରୋଇ ଭାରତୀୟ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୫୮ ରନ କରିଛି ।…