ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା, ସମୁଦ୍ରକୁ ଓହ୍ଲାଇଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍‌

ମୁମ୍ବାଇ,: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିଶାଖାପାଟନମ୍‌ ଭାରତୀୟ ନୌସେନାରେ ସାମିଲ ହୋଇଛି । ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ରାଜନାଥ ସିଂହ ଏହି ସମାରୋହରେ ଯୋଗଦେଇ ଏହାକୁ ନୌସେନାରେ ସାମିଲ…

ଶ୍ରୀନଅରରେ ଗୁଆଟେକା ନୀତି ସମ୍ପନ୍ନ, ଆଜିଠୁ ଆରମ୍ଭ ହେବ ଯଜ୍ଞ ଉତ୍ସବ: ୨୪ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁରୀ,  (ଭାସ୍କର ନ୍ୟୁଜ): ସୋମବାର ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣର ଭିତ୍ତ୍ରିସ୍ତର ସ୍ଥାପନ । ଏ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯିବ । ଏହି ଯଜ୍ଞ ଉତ୍ସବ ୩ ଦିନ ଧରି ଚାଲିବ…

ସିଂହକୁ ଖାଦ୍ୟ ଭାବେ ଦିଆଗଲା ଗାଈ, ଭିଡିଓ ଭାଇରାଲ୍ ପରେ ୧୨ଜଣଙ୍କ ବିରୋଧରେ ଆସିଲା ଅଭିଯୋଗ

ଜୁନାଗଡ଼: ଗୁଜୁରାଟର ଜୁନାଗଡ଼ର ଗିର ଜଙ୍ଗଲର ଏକ ଗାଁରେ ଅବୈଧ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ସିଂହ ଆଗରେ ତାର ଖାଦ୍ୟ ରୂପରେ ଗୋଟିଏ ଗାଈକୁ ଦିଆଯାଇଛି । ଏହାର ଭିଡିଓ ଭାଇରାଲ୍ ପରେ ହଙ୍ଗାମା ଦେଖିବାକୁ…

ତାମ୍ବିପଦ ଛକ ନିକଟରେ ବରଯାତ୍ରୀ ଦୁର୍ଘଟଣା ଗସ୍ତ: ଜଣେ ଗୁରୁତର, ଏକାଧିକ ଆହତ

ବଲାଙ୍ଗୀର (ଭାସ୍କର ନ୍ୟୁଜ୍): ବରଯାତ୍ରୀଙ୍କୁ ନେଇ ଘରୁକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଦ୍ରୁତ ଗତିରେ ବସକୁ ଚଳାଉଥିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲା ଡ୍ରାଇଭର। ଭାରସାମ୍ୟ ହରାଇ ରାସ୍ତା କଡ଼କୁ…

ଆଜି କନ୍ଧମାଳବାସୀ ପାଇବେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ…

ବୁଧବାର ପ୍ରତ୍ୟାହାର ହୋଇପାରେ କୃଷି ଆଇନ୍‌, କେନ୍ଦ୍ର କ୍ୟାବିନେଟ୍‌ରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ରସରକାର ଏବେ ଶୀଘ୍ରାତିଶୀଘ୍ର ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ସୂତ୍ରରୁ ମିଳୁଥିବା ସୂଚନାରେ ଆଗାମୀ ବୁଧବାର ଅର୍ଥାତ ୨୪ ନଭେମ୍ବର ୨୦୨୧ରେ ମୋଦିଙ୍କ ମନ୍ତ୍ରିମଣ୍ଡଳ କୃଷି…

ରାଶିଫଳ(ସୋମବାର,୨୨ ନଭେମ୍ବର,୨୦୨୧)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…

ଟିକା ନେଲେ ମିଳିବ ଲକି ଡ୍ର ଓ ଫ୍ରି ବ୍ୟାଜ୍: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଳୀ: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରବିବାର ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଲକି ଡ୍ର, କାର୍ଯ୍ୟାଳୟରେ ଟିକା ଏବଂ ଫ୍ରି ବ୍ୟାଜ ପ୍ରଦାନ କରାଯିବ…

ଇଡେନ୍ ସହିତ ରୋହିତଙ୍କ ରୋମାନ୍ସ ଜାରି: ସିରିଜ କ୍ଲିନ ସୁଇପ୍ କଲା ଭାରତ

ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ଇଡେନ୍ ଗାର୍ଡେନ ମଧ୍ୟରେ ରହିଥିବା ପ୍ରେମ ପୁଣି ଥରେ ଉଙ୍କି ମାରିଛି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଏହି ଷ୍ଟାଡିୟମରେ ଅଧିନାୟକ ଭାବରେ ନିଜର ପ୍ରଥମ ସିରିଜ ବିଜୟ ହାସଲ…

ନିୟମିତ ପର୍ଣ୍ଣ ଦେଖୁଛନ୍ତି କି? ଖୋଲିଯିବ ଧର୍ମର ରାସ୍ତା, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଳୀ: ଆପଣ ଏପରି ଲୋକଙ୍କୁ ଜାଣିଥିବେ ଯେଉଁମାନେ ଅଧିକ ମାତ୍ରରେ ପର୍ଣ୍ଣ ଫିଲ୍ମ ଦେଖନ୍ତି । ଯେଉଁମାନେ ଏପରି ଫିଲ୍ମ ଦେଖନ୍ତି ନାହିଁ ସେମାନେ ଭାବନ୍ତି ଯେ, ପର୍ଣ୍ଣ ଫିଲ୍ମ ଦେଖୁଥିବା ଲୋକମାନେ ଧାର୍ମିକ…