କାଲି ଫିକା ପଡିଥିଲା, ଆଜି ଜମିବ ଛାଡଖାଇ : ଆମିଷ ବଜାରରେ ମାଛ, ମଟନ୍ ,ଚିକେନର ଚାହିଦା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କାର୍ତ୍ତିକ ମାସ ସରିଲେ ଛାଡଖାଇ କଥା ସମସ୍ତଙ୍କର ମନେ ପଡେ । ମାସ ତମାମ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି । ଏହି ଦିନ ଶେଷ ହେବା କ୍ଷଣି ଆରମ୍ଭ ହୋଇଥାଏ ଛାଡଖାଇ । ତେବେ…

ରାଜସ୍ଥାନରେ ଆଜି ୧୫ ନୂଆ ମନ୍ତ୍ରୀ ନେବେ ଶପଥ, ଦେଖନ୍ତୁ ୧୧ କ୍ୟାବିନେଟ୍ ମନ୍ତ୍ରୀ ଓ ୪ ରାଜ୍ୟ ମନ୍ତ୍ରୀଙ୍କ ପୂରା ତାଲିକା

ନୂଆଦିଲ୍ଲୀ: ଆଜି ରାଜସ୍ଥାନରେ କ୍ୟାବିନେଟର ସମ୍ପ୍ରସାରଣ ହେବାକୁ ଯାଉଛି। ରାଜସ୍ଥାନର ଅଶୋକ ଗେହଲଟ୍ ନେତୃତ୍ୱାଧୀନ କ୍ୟାବିନେଟରେ ପୁନଃ ନିର୍ମାଣର ଏକ ଅଂଶ ଭାବରେ ୧୫ ଜଣ ନୂଆ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।…

ଗେହଲଟଙ୍କ କ୍ୟାବିନେଟରେ ଆଜି ହେବ ରାଜନୈତିକ ଅଦଳବଦଳ

ନୂଆଦିଲ୍ଲୀ: ରାଜସ୍ଥାନରେ ଶନିବାର ବଡ଼ ରାଜନୈତିକ ଅଦଳବଦଳ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ରବିବାର ବଡ଼ ଧରଣର ଅଦଳବଦଳ ହେବ। ଏହାର ଦିନକ ପୂର୍ବରୁ ରାଜସ୍ଥାନରେ ସମସ୍ତ ମନ୍ତ୍ରୀ…

ଆଜି ତୃତୀୟ ଟି-ଟ୍ୱେଣ୍ଟି: କ୍ଳିନ୍‌ ସୁଇପ୍‌ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସମ୍ମାନ ବଞ୍ଚାଇବାକୁ ପାଇଁ ସବୁ ଶକ୍ତି ଖଟାଇବ…

କୋଲକାତା: ଆଜି ତୃତୀୟ ଟି-ଟ୍ୱେଣ୍ଟି ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ୨ଟି ମ୍ୟାଚ୍‌ ଜିତିବା ପରେ ରୋହିତ ବାହିନୀ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ…

ଇତିହାସ ରଚିଲେ କମଲା ହାରିସ୍‌: ୧ ଘଣ୍ଟା ୨୫ ମିନିଟ୍‌ ପାଇଁ ସମ୍ଭାଳିଲେ ରାଷ୍ଟ୍ରପତି ଦାୟିତ୍ୱ

ୱାଶିଂଟନ : ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରେକୀୟ ତଥା ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ । ପ୍ରଥମ ଦକ୍ଷିଣ ଏସିୟ ବଂଶୋଭବ ତଥା ପ୍ରଥମ ମହିଳା ଭାବେ ୧ ଘଣ୍ଟା ୨୫ ମିନିଟ୍‌ ପାଇଁ ସେ ତୁଲାଇଛନ୍ତି…

୨ରୁ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଛିଞ୍ଚିବ ବର୍ଷା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସମୁଦ୍ର ପତ୍ତନଠାରୁ ୧.୫କିମି ଉପରେ ନିମ୍ନ ଚାପରେଖା ସକ୍ରିୟ ରହିଛି…

ରାଶିଫଳ(ରବିବାର,୨୧ ନଭେମ୍ବର,୨୦୨୧)

ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ…

ଅନଲାଇନରେ ମିଡ଼ିଆ ମହାକୁମ୍ଭର ପଂଚମ ସଂସ୍କରଣ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ପଂଚମ ସଂସ୍କରଣର ଇ-ଉଦ୍ଘାଟନ ପାଇଁ ଭର୍ଚୁଆଲ ମଂଚ ପ୍ରସ୍ତୁତ । ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମବାର୍ଷିକ…

ଆପଣଙ୍କ ପ୍ରେମିକର ସ୍ୱଭାବ ଜାଣିବା ପାଇଁ ଏହି ସବୁ ଜିନିଷ ଉପରେ ନଜର ରଖନ୍ତୁ

ନୂଆଦିଲ୍ଳୀ:ଦୁଇ ଲୋକଙ୍କ ମଧ୍ୟରେ ପ୍ରେମ ଭରା ସମ୍ପର୍କ ହିଁ ନିଜ ଭିତରେ ଏକ ବଡ କଥା । ପ୍ରେମର ଅନୁଭବ ଯେକୌଣସି ଲୋକ ପାଇଁ ବହୁତ ଖାସ୍ ହୋଇଥାଏ । ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ୍ ଓ ଭଳ…

ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ…