ଅନଲାଇନରେ ଗଞ୍ଜେଇ ଚୋରାଚାଲାଣ, ଆମାଜନ ବିରୋଧରେ ମାମଲା ରୁଜୁ

ଭୋପାଳ : ଆପଣମାନେ ଗଞ୍ଜେଇ ଚୋରା ଚାଲାଣର ଅନେକ ତରିକା ଏବଂ ପନ୍ଥା ଦେଖିଥିବେ। ହେଲେ ଅନଲାଇନରେ ଗଞ୍ଜେଇ ଚୋରାଚାଲାଣ ମାମଲା ସାମ୍ନାକୁ ଆସିଛି। ସେ ପୁଣି ଅଭିଯୋଗ ଆସିଛି ଇ-କମର୍ସ କମ୍ପାନୀ ଆମାଜନ ବିରୋଧରେ।…

ଡ୍ରିମଗାର୍ଲଙ୍କୁ ମିଳିଲା ଇଣ୍ଡିଆନ ପର୍ସନାଲିଟି ଅଫ ଦି ଇୟର

ଗୋଆରେ ୫୨ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ । ମହୋତ୍ସବରେ ବିଶିଷ୍ଟ ବଲିଉଡ ଅଭିନେତ୍ରୀ ହେମାମାଳିନୀ ପୁରସ୍କୃତ । ୨୦୨୧ର ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଭାବେ ହେମାମାଳିନୀଙ୍କୁ ପୁରସ୍କାର । ପ୍ରଥମ ଥର ପାଇଁ…

ବିଜେପି ବିରୋଧରେ ବିଷ ଉଗାଳିଲେ ମନୋହର ପାରିକରଙ୍କ ପୁଅ: ପାଣାଜୀ ନ ମିଳିଲେ ବିଦ୍ରୋହ ଧମକ

ନୂଆଦିଲ୍ଳୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଜେପିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ପାଣାଜୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ ନ ମିଳେ…

ବାହାଘର ଖର୍ଚ୍ଚ କମ୍ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବିବାହ ସିଜିନ ଆରମ୍ଭ ହୋଇଯାଇଛି । ଆଉ ବିବାହ କାର୍ଯ୍ୟରେ ଅଧିକ ଟଙ୍କା ତ ଖର୍ଚ୍ଚ ନିଶ୍ଚୟ ହୋଇଥାଏ । ସବୁକିଛି ଭଲରେ ହେବା ପାଇଁ ହେଉ କିମ୍ବା ଆଶା ପୂରଣ କରିବା ପାଇଁ ଲୋକେ ଧାର କରଜ ମଧ୍ୟ କରିଥାନ୍ତି ।…

ଅଷ୍ଟମ ପାସଙ୍କୁ ମିଳିବ ସରକାରୀ ଚାକିରି: ଆବେଦନ ପାଇଁ ବାକି ମାତ୍ର ଦୁଇ ଦିନ; ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ଭାରତୀୟ କୋକିଙ୍ଗ କୋଲ ଲିମିଟେଡରେ ସୃଷ୍ଟି ହୋଇଛି ଖାଲି ପଦ । ଅଷ୍ଟମ ପାସ କରିଥିଲେ ମିଳୁଛି ସରକାରୀ ଚାକିରିର ସୁଯୋଗ । ୮ ନଭେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ସୋମବାର ଆବେଦନ…

ସେହି ସମୟରେ ଦେଶରେ ମଜବୁତ ନେତୃତ୍ଵ ଥିଲେ ଭାରତ ୧୯୬୨ ଲଢେଇ ହାରିନଥାନ୍ତା: ରାଜ୍ୟପାଳ

ନୂଆଦିଲ୍ଲୀ : ଭାରତକୁ ୧୯୬୨ ଲଢେଇରେ ଚୀନ ହାତରୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏହା ସାପ ଦଂଶିବା ଭଳି ବେଳେ ବେଳେ ସାମ୍ନାକୁ ଚାଲି ଆସୁଛି। ଏବେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ତଥା ପୂର୍ବତନ ବ୍ରିଗେଡିୟର ବିଡି…

ଛକା ବାଜିବାରୁ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ଶାହିନ ଆଫ୍ରିଦି, ବାଂଲାଦେଶ ବ୍ୟାଟସମ୍ୟାନଙ୍କୁ ମାରିଲେ ବଲ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିଥିଲା। ମାତ୍ର ଦଳ ଟ୍ରଫି ଜିତି ପାରିନଥିଲା। ବର୍ତ୍ତମାନ ପାକିସ୍ତାନ ଦଳ ବାଂଲାଦେଶରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ଶନିବାର ଦୁଇ…

ନିୟନ୍ତ୍ରଣରେ ରହିବ ଗାଡ଼ିର ବେଗ: ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ଭୁବନେଶ୍ୱର: ରାଜ୍ୟରେ ମନଇଚ୍ଛା ଗାଡ଼ି ଚଲାଇପାରିବେ ନାହିଁ ଚାଳକ । ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହେଲା ସର୍ବୋଚ୍ଚ ବେଗ ଗତି ସୀମା । କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ସେନେଇ ଆସିଲା ତାଲିକା ।…

ରାଜନୀତି ପାଇଁ ପ୍ରିୟଙ୍କାଙ୍କ ନିକଟରେ ପ୍ରସଙ୍ଗ ନାହିଁ: ଜାଣନ୍ତୁ କାହିଁକି ଏମିତି କହିଲେ ଅଦିତି ସିଂ

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ବିଧାୟିକା ଅଦିତି ସିଂ ଶନିବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କାଙ୍କ ନିକଟରେ ବର୍ତ୍ତମାନ ରାଜନୀତି କରିବା ପାଇଁ ପ୍ରସଙ୍ଗ ନାହିଁ…

ଏକା ସାଥୀରେ ଇସ୍ଥଫା ଦେଲେ ସମସ୍ତ ମନ୍ତ୍ରୀ: ରାଜସ୍ଥାନ କଂଗ୍ରେସରେ ବଢୁଛି ଗେହଲଟଙ୍କ ଅଡୁଆ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର କନ୍ଦଳ ଥମିବାର ନାମ ନେଉନାହିଁ । ଶୁକ୍ରବାର ୩ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଶନିବାର ଦିନ ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।…