ଶରାବ ପାର୍ଟିରୁ ଫେରୁଥିଲା ଯୁବକ: ଏହି ସମୟରେ ହାବୁଡ଼ରେ ପଡ଼ିଲା ଏକ ସାପ, ଏହାପରେ ସାପର ଅବସ୍ଥା ହେଲା ସାଙ୍ଘାତିକ
ନୂଆଦିଲ୍ଲୀ: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଯୁବକ ମଦନିଶାରେ ଚୁର ହୋଇ ଏକ ଜୀଅନ୍ତା ସାପକୁ ଖାଇ ଦେଇଛନ୍ତି । ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ…