ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯିବା ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର, କାରଣ ବି କହିଲେ

ନ୍ୟୁଜିଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ ଓପନିଂ…

ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ୧ରୁ ୩୧ ଡିସେମ୍ବର ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ । ଏଥର ଅଧିବେଶନରେ ୨୬ଟି କାର୍ୟ୍ୟଦିବସ ରହିଥିବାବେଳେ ରହିଛି ୫ଟି ଛୁଟି ଦିବସ…

Photoshoot ସମୟରେ ନଦୀକୁ ଖସିଲେ ମଡେଲ୍; ଦେଖନ୍ତୁ Viral ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହୋଇଛି । ଫଟୋଶୁଟ ସମୟରେ ଜଣେ ମହିଳା ମଡେଲ ନଦୀ ପାଣିକୁ ଖସି ପଡିଥିଲେ । ଶୁଟିଂ ସମୟରେ ମହିଳା ଜଣକ ନଦୀ ମଧ୍ୟକୁ ଖସି ପଡିଥିଲେ । ସାମାନ୍ୟ…

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ଦୁଷ୍କର୍ମ; ଗିରଫ ହେଲା ନାବାଳକ ଅଭିଯୁକ୍ତ

ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଗତ ଦୁଇ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳକ ତାଙ୍କୁ…

ପୁରୀରେ ପଞ୍ଚୁକ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ସମ୍ପ୍ରସାରିତ । ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ ।…

ED ଏବଂ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢିଲା; ଅଧ୍ୟାଦେଶ ଆଣିଲେ ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦୁଇଟି ନୂତନ ଅଧ୍ୟାଦେଶ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି…

ଖେଳରତ୍ନ ପୁରସ୍କାର ଉତ୍ସବରେ ଯୋଗ ଦେଲେନି କ୍ରିଷ୍ଣା ନଗର: ଘଟିଗଲା ଏମିତି କିଛି ଦୁଃଖ

ନୂଆଦିଲ୍ଳୀ: ପାରା ସଟଲର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଣା ନଗର ଖେଳରତ୍ନ ପୁରସ୍କାର ଗ୍ରହଣ ପାଇଁ ଉପସ୍ଥିତ ନଥିଲେ । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରିଷ୍ଣାଙ୍କୁ ମେଜର…

ବିଏସଏଫ ଗ୍ରୁପ ସି ପଦପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବର୍ଡର ସିକ୍ୟୁରିଟି ଫୋର୍ସ(ବିଏଏଫ)ର ଗ୍ରୁପ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିବାକୁ ଯାଉଛି । ବିଏସଏଫର ଏହି ଭର୍ତ୍ତିରେ କନଷ୍ଟେବଳ, ହେଡ କନଷ୍ଟେବଳ ଏବଂ ଏଏସଆଇ ପଦରେ ମୋଟ ୭୨ ପଦବୀ ପାଇଁ ଯୋଗ୍ୟ…

କେହି ବୁଝୁନାହାନ୍ତି ଦୁଃଖ: ମାଓବାଦୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ସ୍ୱାମୀ, ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ସ୍ୱାମୀ ମାଓବାଦୀଙ୍କ କବଳରେ ବନ୍ଧା ପଡ଼ିଥିବା ବେଳେ ଅନ୍ୟପଟେ ତିନି…

ଭାରତକୁ ମିଳିଲା ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ , ଶତ୍ରୁଙ୍କ ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ: ଭାରତକୁ ମିଳିଲା ଅତ୍ୟାଧୁନିକ ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ । ଋଷିଆ ଏହାର ରପ୍ତାନୀ ଆରମ୍ଭ କରିଛି । ଏହି ମିଶାଇଲ ଭୂପୃଷ୍ଠରୁ ବାୟମଣ୍ଡଳରେ ଶତ୍ରୁ ଏୟାର କ୍ରାଫ୍ଟ କିମ୍ବା କ୍ରୁଜ ମିଶାଇଲକୁ ଲକ୍ଷ୍ୟ ଭେଦ…