୬ ମାସ ପରେ ନିଆଯିବା ଉଚିତ୍ ବୁଷ୍ଟର ଡୋଜ, ଜାଣନ୍ତୁ କଣ କହିଲେ ଭାରତ ବାୟୋଟେକ୍ ମୁଖ୍ୟ
ନୂଆଦିଲ୍ଲୀ: ଭାରତର ପ୍ରଥମ ଆଣ୍ଟି-କରୋନା ଭାଇରସ୍ ଟିକା "କୋଭାକ୍ସିନ" ବିକାଶକାରୀ କୃଷ୍ଣ ଏଲା ବୁଧବାର କହିଛନ୍ତି ଯେ, କୋଭିଡ -୧୯ ଟିକାର ଦ୍ବିତୀୟ ଡୋଜ୍ ନେବାର ଛଅ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ । ଏହା ହେଉଛି…