ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଦଶମ ପରୀକ୍ଷା; ପୂର୍ବରୁ ଦେଇ ସାରିଛନ୍ତି ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦଶମ ପରୀକ୍ଷା । ତେବେ ଏହା ପୂର୍ବରୁ ସେ ଦ୍ୱାଦଶ ପରୀକ୍ଷା ଦେଇ ସାରିଛନ୍ତି । ଦଶମରେ ଇଂରାଜୀ ବିଷୟରେ ପାଶ କରିନଥିବାରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇନଥିଲା ।…

ରାଶିଫଳ (ଗୁରୁବାର ,୧୯ ଅଗଷ୍ଟ ,୨୦୨୧)

ମେଷ - ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ପରିସ୍ଥତି ମିଳିବ, ଶୁଭରେ ଶୁଭରେ ଦିନ କଟିବ, କୌଣସି ପୁରୁଣା ଯୋଜନାରେ ସଫଳ ହେବେ, କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ॥ ବୃଷ -…

୧୦୮ କେଜି ୬୦୦ ଗ୍ରାମ୍‌ ଗଞ୍ଜେଇ ଜବତ, ୩ ବେପାରୀ ଗିରଫ

କୋରାପୁଟ (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ୧୦୮ କେଜି ୬୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାଜସ୍ଥାନ ଅଞ୍ଚଳର ଜିତେନ୍ଦ୍ର ସିଂ,…

ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଘରୋଇ ଏଲପିଜି ମୂଲ୍ୟକୁ ନେଇ ସାଧାରଣ ଲୋକଙ୍କୁ ପୁଣି ଥରେ ଝଟକା ଲାଗିଛି । ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକ ଗ୍ୟାସ ମୂଲ୍ୟ ପୁଣି ବଢ଼ାଇଦେଇଛନ୍ତି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସକୁ ୨୫ ଟଙ୍କା…

ମୁହଁ ଖୋଲିଲେ ଅଶ୍ରଫ ଘନି; ରକ୍ତପାତ ଏଡାଇବା ପାଇଁ ଦେଶ ଛାଡିଛି

ନୂଆଦିଲ୍ଳୀ: ଦେଶ ଛାଡି ପଳାୟନ କରିଥିବା ଆଫଗାନ ରାଷ୍ଟ୍ରପତି ଅଶ୍ରଫ୍ ଘନି ଶେଷରେ ମୁହଁ ଖୋଲିଛନ୍ତି । ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଘନି ଦେଶ ଛାଡି ପଳାୟନ କରିଥିଲେ । ଘନି ନିଜ ପରିବାର ସହିତ ୟୁଏଇରେ…

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬ ଧାରା ୨ (ଏଫ୍‌) ଅନୁଯାୟୀ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ବୁଧବାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ…

ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶି ନିଧୁମ୍‌ ଛେଚା ଖାଇଲେ ୪ ଯୁବକ, ୨ଟି ବାଇକ୍ ଜବତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଘରେ ପଶି ଧରାପଡି ୪ ଜଣ ଯୁବକ ନିଧୁମ୍‌ ଛେଚା ଖାଇଛନ୍ତି । ଠିକଣା ସମୟରେ ଘର ଲୋକ ଓ ଗ୍ରାମବାସୀ ୪ ଯୁବକଙ୍କୁ କାବୁ କରିବା ସହ ଛେଚିଛନ୍ତି । ପରେ ସୋମାନଙ୍କୁ ପୋଲିସ ଜିମା ଦେଇଥିଲେ…

୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ: ୭ଟି ଜିଲ୍ଲାର ‘ଜନ ଆଶୀର୍ବାଦ ଯାତ୍ରା’ ଯୋଗଦେବେ ରେଳମନ୍ତ୍ରୀ ଅଶ୍ୱିନୀ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଠାରୁ ଦେଶବ୍ୟାପୀ ଆରମ୍ଭ ହେବ ବିଜେପିର ଜନ ଆଶୀର୍ବାଦ ଯାତ୍ରା । ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ…

ନାଟକୀୟ ଢ଼ଙ୍ଗରେ ଭିଣୋଇଙ୍କୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ଶଳା ଓ ସଢ଼ୁର ପ୍ରୟାସ; ହତ୍ୟା ବେଳେ ଦେଖିଦେଇଥିଲା ୧୧ବର୍ଷର ପୁଅ !

ଜଗତସିଂହପୁର (ଭାସ୍କର ନ୍ୟୁଜ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ହାଡ଼ିଆପଦା ଗ୍ରାମରେ ସମ୍ବେଦନଶୀଳ ଏବଂ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ହତ୍ୟା କରିବା ପରେ ତାକୁ…

ପେଟ ଯନ୍ତ୍ରଣାରୁ ଆରାମ ଦେବ ଏହି ଖାଦ୍ୟ

ବେଳେବେଳେ ବାହାରେ ହେଉ କିମ୍ବା କିଛି ଖରାପ ଖାଦ୍ୟ ଖାଇବା ଯୋଗୁଁ ପେଟ ଖରାପ ହୋଇଯାଇଥାଏ । ଫଳରେ ବାନ୍ତି, ଏସିଡିଟି ଭଳି ସମସ୍ୟା ହୋଇଥାଏ ପେଟରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଏମିତିରେ ପେଟରେ ଯନ୍ତ୍ରଣା ଦୂର କରିବା…