ଆଜି ରେଢ଼ାଖୋଲ ଗସ୍ତ କରିବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଗସ୍ତ କରିବେ । ସନ୍ଥ କବି ଭୀମ ଭୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ଜନସାଧାରଣଙ୍କ ପକ୍ଷରୁ…

ଯୁକ୍ତ ୩ ପାଇଁ ସ୍ପଟ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(ଓଡିଶା ଭାସ୍କର): ଯୁକ୍ତ ୩ ଦ୍ଵିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି…

ସିମିନଇ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

ଢେଙ୍କାନାଳ,(ଭାସ୍କର ନ୍ୟୁଜ୍‌ ): ଏନଏଚ୍‌ ୫୫ ର ଢେଙ୍କାନାଳ ସିମିନଇ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଫସିଲା ଯାତ୍ରୀବାହୀ ବସ । ୪୦ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରା ଅନୁଗୁଳରୁ ଢେଙ୍କାନାଳ ଆଡକୁ…

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ୍ ସାର୍ଟିଫକେଟ୍, ୩୦ଟି ଜିଲ୍ଲା ପାଇଁ ୩୦ଟି କେନ୍ଦ୍ରର ବ୍ୟବସ୍ଥା

କଟକ (ଭାସ୍କର ନ୍ୟୁଜ୍‌): ଓଡିଶା ମାଧ୍ୟମିକ ଶିକ୍ଷାପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ ‘ଶାହିନ୍‌’, ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡ଼ି ଆସୁଛି….

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶୁକ୍ରବାର ଘୂର୍ଣ୍ଣିବାତ୍ୟା ‘ଶାହିନ୍‌’ରେ ପରିଣତ ହୋଇଥିଲା।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରୀ ଘନିଭୂତ ହୋଇ ଭେରିସିବିୟର ସାଇକ୍ଲୋନିକ ସର୍କଲରେ ପରିଣତ ହେବ…

ରାଶିଫଳ(ଶନିବାର,୦୨ ଅକ୍ଟୋବର,୨୦୨୧)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

ବେଆଇନ ବାଣ ତିଆରି ସମୟରେ ବିସ୍ଫୋରଣ; ଚାରି ମୃତ, ୧୦ ଆହତ, ଭୁଶୁଡ଼ିଲା ଘର

ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଏକ କାରଖାନାରେ ବେଆଇନ ଭାବରେ ବାଣ ତିଆରି ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ହୋଇଥିବା…

କୋରାପୁଟ କଫି ପାଇଁ ଇ-କମର୍ସ ପ୍ଲାଟଫର୍ମ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଁ ଇ-କମର୍ସ…

ଏଲଏସିରେ ବଢ଼ୁଛି ଚୀନର ଗତିବିଧି, ସୁରକ୍ଷା ଯାଞ୍ଚ ପାଇଁ ଲଦାଖ ପହଞ୍ଚିଲେ ସେନା ମୁଖ୍ୟ ଏମ ଏମ ନରୱଣେ

ନୂଆଦିଲ୍ଲୀ: ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି ସେନା ମୁଖ୍ୟ ଏମ ଏମ ନରୱଣେ । ସେ ଲଦାଖର ପୂର୍ବ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶୀତ ଋତୁରେ ତୁଷାରପାତ କାରଣରୁ ଲଦାଖର ଅଧିକାଂଶ ଅଞ୍ଚଳ ଦେଶର ଅନ୍ୟାନ୍ୟ…

ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ‘ଗ୍ଲୋବାଲ ଆଚିଭର୍ସ ଆୱାର୍ଡ’ ପାଇବାରେ ଦୀପିକା ପାଦୁକୋନ ହେଲେ ପ୍ରଥମ ଭାରତୀୟ

ମୁମ୍ବାଇ: ସାରା ବିଶ୍ୱରେ ନିଜର ଅଭିନୟରେ ଆକର୍ଷିତ କରିବା ସହ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଦ୍ୱାରା ‘ବଲିଉଡରେ ଶ୍ରେଷ୍ଠ ଅଭିନେତ୍ରୀ' ଭାବରେ ଚଳଚ୍ଚିତ୍ର ଶିଳ୍ପରେ ସଫଳତା ପାଇଁ…