ବହୁ ଚର୍ଚ୍ଚିତ ତୁଷାର ସାହୁ ମୃତ୍ୟୁ ମାମଲା: ୨ ଗିରଫ

କଟକ(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ୍ । ଏହି…

ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବି କଲେ CJI

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନଭି ରମନା ରବିବାର ନ୍ୟାୟପାଳିକାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ସପକ୍ଷରେ ମତ ପ୍ରକାଶ କରିଛନ୍ତି । ଏହା ସହ ଦେଶରେ ଥିବା ଆଇନ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରୀଙ୍କ…

ଘୋଷଣା ହେଲା ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ; ଓଡ଼ିଶାର ୬ଟି ସ୍ଥାନରେ ହେବ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଡମିଟ କାର୍ଡ ଶନିବାରରୁ ଅନଲାଇନରେ ଉପଲବ୍ଧ ହୋଇଛି । ଜେଇଇ ମେନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା…

ମହାନଦୀକୁ ଡେଇଁଥିବା ବିଜେବି କଲେଜ ଲ୍ୟାବ ଆସିଷ୍ଟାଣ୍ଟଙ୍କ ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବିଜେବି କଲେଜର ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସ । ଗତକାଲି ତାଙ୍କୁ ମହାନଦୀରେ ଖୁବ୍ ଖୋଜାଖୋଜି କରାଯାଇଥିଲା । ହେଲେ…

ଭାରତ ବନ୍ଦରେ ଅମାନବୀୟ ଦୃଶ୍ୟ: ଡିସିପିଙ୍କ ପାଦ ଉପରେ ଗାଡ଼ି ଚଢ଼ାଇଦେଲେ ପ୍ରଦର୍ଶନକାରୀ

ବେଙ୍ଗାଲୁରୁ: ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ…

ଗୁଜୁରାଟ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି;ବିରୋଧୀ ଦଳ ମଧ୍ୟ କଲେ ସମର୍ଥନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାକୁ ମିଳିଛି ଏହାର ପ୍ରଥମ ମହିଳା ବାଚସ୍ପତି । ସୋମବାର ବରିଷ୍ଠ ବିଜେପି ବିଧାୟିକା ନିମାବେନ ଆଚାର୍ଯ୍ୟ ପ୍ରଥମ ମହିଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏପରିକି ବିଧାନସଭାରେ…

ଡିଆରଡିଓ ତଥ୍ୟ ଚୋରି ଘଟଣା: ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଚୋରି ଘଟଣାରେ ପ୍ରତିଦିନ ନୁତନ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଜଣେ ଅଭିଯୁକ୍ତର ମୋବାଇଲ ହ୍ୟାକ୍ କରିଥିଲେ…

ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା’!

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର । ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା । ସଦର ଥାନା ଜୁନାଡିହି ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଘଟଣା ପଛର…

ଭିଡିଓ ଗେମରେ ଚ୍ୟାଲେଞ୍ଜ ଦେଖି ୨୩ଟି ଚୁମ୍ଭକର ଗୋଲି ଗିଳିଦେଲା ୬ ବର୍ଷ ଶିଶୁ

ନୂଆଦିଲ୍ଲୀ: ଏବେ ଛୋଟ ପିଲାଙ୍କ ପାଇଁ କାଳ ସାଜିଛି ଭିଡିଓ ଗେମ୍ । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପିଲାମାନେ ମୋବାଇଲ ସହିତ ଅଧିକ ସମୟ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ଛୋଟ ପିଲାକୁ ଭିଡିଓ…

୩୪ ବର୍ଷରେ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଲେ ଏହି ଅଲରାଉଣ୍ଡର; ସୀମିତ ଓଭର କ୍ରିକେଟ ଉପରେ ଫୋକସ

ନୂଆଦିଲ୍ଲୀ: କ୍ରିକେଟର ସର୍ବୋତ୍ତମ ଫର୍ମାଟ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଇଂଲଣ୍ଡ କ୍ରିକେଟର ମୋଇନ ଅଲୀ । ମାତ୍ର ୩୪ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ମୋଇନ ସୋମବାର ଘୋଷଣା କରିଛନ୍ତି । ସୀମିତ…