Breaking News ୫ ମାସ ପରେ ହଟିଲା ବ୍ୟାନ୍, ଏଣିକି କାନାଡାକୁ ଉଡ଼ିବ ବିମାନ Odisha Bhaskar Bureau Sep 26, 2021 ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରୁ ସିଧାସଳଖ କାନାଡାକୁ ଉଡ଼ାଣ ଭରୁଥିବା ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । କରୋନା ମହାମାରୀ…
Breaking News ଏଣିକି ଟିକାକରଣ ସାର୍ଟିଫିକେଟ୍ରେ ରହିବ ଜନ୍ମ ତାରିଖ Odisha Bhaskar Bureau Sep 26, 2021 ନୂଆଦିଲ୍ଲୀ: ଭାରତରେ ଟିକାକରଣ ଏବେ ଜୋରଦାର କରାଯାଉଛି । ଏହାରି ମଧ୍ୟରେ ଟିକାକରଣ ସାର୍ଟିଫିକେଟ ବି ଖୁବ ଜରୁରୀ ହୋଇପଡିଛି । କାରଣ ବିନା ସାର୍ଟିଫିକେଟ ରେ ଦେଶ ବାହାରକୁ ଯିବା ନେଇ ଅନୁମତି ଦିଆଯାଉନାହିଁ । ତେବେ…
Breaking News ରାଜଧାନୀରେ ଆଜି, କାଲି ଟିକାଦାନ ବନ୍ଦ ରହିବ, ନିଷ୍ପତ୍ତି ନେଲା ବିଏମସି Manas Pradhan Sep 26, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଆଜି, କାଲି ରାଜଧାନୀ ଭୁବନେଶ୍ୱରରେ ଟିକାଦାନ ବନ୍ଦ ରହିବ ।…
Breaking News ମହିଳା କନେଷ୍ଟବଳଙ୍କୁ ଜନ୍ମଦିନ ପାର୍ଟିକୁ ଡାକି ଗଣଦୁଷ୍କର୍ମ, ଭିଡିଓ କରି ଭାଇରାଲ୍ କରିବାକୁ ଦେଲେ ଧମକ; ଫେସବୁକରେ ହୋଇଥିଲା ବନ୍ଧୁତା Odisha Bhaskar Bureau Sep 26, 2021 ଭୋପାଳ: ଦିନକୁ ଦିନ ଦେଶରେ ଅପରାଧ ବଢ଼ିବାରେ ଲାଗିଛି । ଖାସ୍ କରି ମହିଳା ମାନଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ମହିଳା କନେଷ୍ଟବଲଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଯାହା ସମସ୍ତଙ୍କୁ ତାଜୁବ୍…
Breaking News ପିଲାମାନଙ୍କୁ ସଫଳ କରିବାକୁ ଚାହୁଁଛନ୍ତି କି, ତେବେ ଆପଣାନ୍ତୁ ଏହିସବୁ ତରିକା Manas Pradhan Sep 26, 2021 ପ୍ରତ୍ୟେକ ମଣିଷର ସଫଳତାର ମୂଳଦୁଆ ଛୋଟ ବେଳୁ ପଡ଼ିଥାଏ । ଏଥିପାଇଁ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କର ପିଲାଙ୍କୁ…
Breaking News ବାତ୍ୟା ପାଇଁ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ Manas Pradhan Sep 26, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ‘ଗୁଲାବ’ ପାଇଁ ୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି…
Breaking News ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ହଲ୍ଚଲ୍, ବଦଳିପାରେ ସରକାର: ଦିଲ୍ଲୀରେ ବୈଠକ ପରେ ବୈଠକ ଚାଲିଛି… Abinash Kumar Dhal Sep 26, 2021 ନୂଆଦିଲ୍ଲୀ : ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ପରିବର୍ତ୍ତନର ବିଚାର କରୁଛନ୍ତି କଂଗ୍ରେସ ହାଇକମାଣ୍ଡ । ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀରୁ ଆରମ୍ଭ କରି ଜୟପୁର ପର୍ଯ୍ୟନ୍ତ ରାଜନୈତିକ…
Breaking News ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ୍’ Manas Pradhan Sep 26, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ତେବେ ବାତ୍ୟା ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ । ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ୩୧୦ କିମି ଦୂରରେ…
Breaking News ବାରୁଦ ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ, ଟ୍ରକ୍ ଜବତ Abinash Kumar Dhal Sep 26, 2021 ନୂଆପଡ଼ା(ଭାସ୍କର ନ୍ୟୁଜ୍): ବାରୁଦ ଗାଡ଼ି ଧକ୍କାରେ ଯୁବକ ମୃତ୍ୟୁ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ୱର ଜାତୀୟ ରାଜପଥ ମିଶନ ସ୍ଥିତ ଲୋହରାପାଳି ପଂଚାୟତ ହାଇସ୍କୁଲ ସମ୍ମୁଖରେରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…
Breaking News ଆମାଜନ୍ର ‘ଦ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍’ ଅଫର୍, ଆସନ୍ତା ୪ରୁ ଆରମ୍ଭ ହେବ ସେଲ୍ Abinash Kumar Dhal Sep 26, 2021 ନୂଆଦିଲ୍ଲୀ: ଆମାଜନ୍ ଡଟ୍ ଇନ୍ର ଫେଷ୍ଟିଭ୍ ଇଭେଣ୍ଟ୍ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ (ଜିଆଇଏଫ୍)’ ୨୦୨୧ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ । କ୍ଷୁଦ୍ର ମଧ୍ୟମ ବ୍ୟବସାୟ (ଏସ୍ଏମ୍ବି)ଗୁଡିକୁ…