ଗର୍ଭବତୀ ସମୟରେ ଅଧିକ ଚା’ ପିଇଲେ ଶିଶୁର ରଙ୍ଗ ହେବ କଳା! ଜାଣନ୍ତୁ କଣ ରହିଛି ସତ୍ୟତା
ଓଡ଼ିଶା ଭାସ୍କର ବ୍ୟୁରୋ: ଗର୍ଭାବସ୍ଥାର ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଖାସ୍ ହୋଇଥାଏ । ଏହା ଏକ ଏପରି ସମୟ ଯେତେବେଳେ ଜଣେ ମହିଳା ନିଜର ସବୁଠାରୁ ଅଧିକ ଯତ୍ନ ନେଇଥାଏ । ଯାହାଦ୍ୱାରା ତାର ଶିଶୁ ଉପରେ କୌଣସି ଖରାପ…