କାବୁଲ ଏୟାରପୋର୍ଟରେ ତାଲିବାନିଙ୍କ ଡରରେ ଦଳା ଚକଟା ହୋଇ ପ୍ରାଣ ହରାଇଲେ ୭ ଅଫଗାନ ନାଗରିକ
କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନଙ୍କ ଆତଙ୍କ ଜାରି ରହିଛି । ଲୋକମାନେ ଦେଶ ଛାଡ଼ିବାକୁ ଚେଷ୍ଟା କରୁଥିବାରୁ କାବୁଲ ଏୟାରପୋର୍ଟରେ ଲୋକଙ୍କ ଭିଡ଼ କହିଲେ ନସରେ । ଇତି ମଧ୍ୟରେ କାବୁଲରେ ଆତଙ୍କବାଦୀଙ୍କ ତାଣ୍ଡବ ଲୀଳା…