‘ମୁଁ ତାଲିବାନୀଙ୍କୁ ଅପେକ୍ଷା କରିଛି, ଆସନ୍ତୁ ମୋତେ ମାରିଦିଅନ୍ତୁ’, ଜାଣନ୍ତୁ କାହିଁକି ଏମିତି କହିଲେ ଆଫଗାନର ପ୍ରଥମ ମହିଳା ମେୟର

ଓଡ଼ିଶା ଭାସ୍କର ବ୍ୟୁରୋ: ଶୁଭିଲା ବିକଳ ଚିତ୍କାର । କଇଁ କଇଁ ହୋଇ କାନ୍ଦୁଛନ୍ତି ଆଫଗାନର ମହିଳା ଓ ନିଷ୍ପାପ ଶିଶୁ । ସବୁଠି ଭୟ ଓ ଆତଙ୍କର ବାତାବରଣ । ସେ ଭିତରେ ଜୀବନ ବିକଳର କରୁଣ ସ୍ୱର । ଆଉ ଅନେକ ଭିଡିଓ ସୋସିଆଲ୍…

ରୀତିନୀତି ସହ ପୂଜା ପାଉଛନ୍ତି Narendra Modi; ଗାନ ହେଉଛି ମୋଦୀ ଚାଳିଶା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ବିଜେପି କର୍ମୀ । ପୁଣେର ଅନୁଧ ଅଞ୍ଚଳରେ ଜଣେ କର୍ମୀ ମୋଦୀଙ୍କ ପାଇଁ ଏହି ମନ୍ଦିରଟି ନିର୍ମାଣ କରିଛନ୍ତି । ଏହି ମନ୍ଦିର…

ରାଜ୍ୟପାଳଙ୍କ ଗାଡି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ମେଘାଳୟର ରାଜ୍ୟପାଳଙ୍କ ଗାଡି ଉପରକୁ ହୋଇଛି ଆକ୍ରମଣ । ରାଜ୍ୟପାଳ ସତ୍ୟପାଲ ମଲିକ ମେଘାଳୟ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜରାପଡିଛି । ଗୌହାଟୀ ବିମାନ ବନ୍ଦରରୁ ଓହ୍ଲାଇ ମେଘାଳୟ ଅଭିମୁଖେ…

ଆଫଗାନ୍ ପାଇଁ ବାଇଡେନଙ୍କୁ ଅଙ୍ଗୁଳି ଉଠାଇଲେ ହଲିଉଡ୍ ଆକ୍ଟ୍ରେସ୍, କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: କି ଖେଳ ଖେଳୁଛ ବାଇଡେନ୍? ଏମିତି ପ୍ରଶ୍ନବାଣରେ ପୋତି ପକାଇଛନ୍ତି ହଲିଉଡ୍ ଆକ୍ଟ୍ରେସ । ଆଫଗାନିସ୍ତାନରେ ଜନ୍ମିତ ହଲିଉଡର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଅଜିତା ଘନିଜାଦା ସମ୍ପ୍ରତି ଆଫଗାନର…

ISIS ଲିଙ୍କରେ ୨ ମହିଳାଙ୍କୁ ଗିରଫ କଲା NIA; ସମାଜସେବା ନାମରେ କରୁଥିଲେ ପ୍ରଚାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । କେରଳରୁ ଏହି ଦୁଇ ମହିଳାଙ୍କୁ ଆଇ ଏସ ଲିଙ୍କ ପାଇଁ ମଙ୍ଗଳବାର ଗିରଫ କରିଛି ଏନଆଇଏ । କନ୍ନୁରର ଏହି…

ଆଫଗାନ୍ ଅବସ୍ଥା ଦେଖି ଅର୍ଶୀ ଖାନ୍ ମର୍ମାହତ, ଜନ୍ମିଥିଲେ ସେଠାରେ; କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ବିଶ୍ୱରେ ଏବେ ଗୋଟିଏ ଚର୍ଚ୍ଚା-ଆଫଗାନିସ୍ତାନ ଓ ତାଲିବାନ । କଳେ-ବଳେ-କୌଶଳେ ଉକ୍ତ ଦେଶକୁ କାବୁ କରିବା ପରେ ଆତଙ୍କୀ ତାଲିବାନୀଙ୍କ ରୁଲ୍ ଆଉ ରାଜ୍ ଆରମ୍ଭ ହୋଇଯାଇଛି । ମୌଳବାଦୀ ଚିନ୍ତାର…

ଦେଶକୁ ଅଲିମ୍ପିକ୍ସ ପଦକ ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ: ମନପ୍ରୀତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଇତିହାସ ରଚି ଫେରିଥିବା ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳକୁ…

ତାଲିବାନୀଙ୍କ ଉତ୍ପାତ, ଉଦଣ୍ଡ ଓ ଉନ୍ମତ୍ତ କାରନାମା, ଦେଖନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନକୁ ଅକ୍ତିଆର କରିନେବା ପରେ ପ୍ରବଳ ଉତ୍ପାତ ହେବା ଆରମ୍ଭ କରିଦେଇଛନ୍ତି ତାଲିବାନୀ । ଖାଲି ସେତିକି ନୁହେଁ, ସେମାନଙ୍କ ଉଦଣ୍ଡ ଓ ଉନ୍ମତ୍ତ କାରନାମା ସବୁ ଭିଡିଓରୁ ସ୍ପଷ୍ଟ ହେଉଛି । ଜିମ୍…

ଆଫଗାନିସ୍ତାନର ରାଷ୍ଟ୍ରପତି ହେଲେ ଅମରୁଲ୍ଲା ସଲେହ

ନୂଆଦିଲ୍ଳୀ: ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶ ଛାଡି ପଳାୟନ କରିଥିଲେ ରାଷ୍ଟ୍ରପତି ଅଶ୍ରଫ୍ ଘନି । ଘନି ଦେଶ ଛାଡି ବିଦାୟ ନେବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ନିଜକୁ ଘୋଷଣା କରିଛନ୍ତି…

ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା; ୧୦ ବର୍ଷ ପାଇଁ ହକିର SPONSOR ରହିବ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷ ଯାଏଁ ଓଡ଼ିଶା ହକିର ସ୍ପନସର ରହିବ । ଉଭୟ ପୁରୁଷ ଏବଂ ମହିଳା ହକି ଦଳର ସ୍ପନସର ଭାବରେ…