କରୋନା ଭାଇରସ୍, ୨୪ଘଣ୍ଟାରେ ୩୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୬ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର…

୨୦ ଏପ୍ରିଲ ପରେ ଆରମ୍ଭ ହେବ Amazon ଓ Flipkartର ସର୍ଭିସ !

ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ପରି ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ୨୦ ଏପ୍ରିଲ ପରଠାରୁ ସେମାନଙ୍କ ବ୍ୟବସାୟ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ…

ସେନାର ଯବାନଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୧୬ା୪: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା । ଏହାପରେ ଏହି ଲକଡାଉନ୍ ଅବଧିକୁ ଦ୍ୱିତୀୟ ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ଲକଡାଉନ୍ ଯୋଗୁଁ ଦେଶର ଉତ୍ତର ଏବଂ…

ହ୍ୱାଟ୍ସଆପରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୬ା୪ (ଓଡ଼ିଶା ଭାସ୍କର): ଲକଡାଉନ ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପରିକି ଲକଡାଉନ୍ ଅବଧି ପୁଣିଥରେ ବୃଦ୍ଧି କରାଯିବା ପରେ ଏହି ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି…

କରୋନା ମୁକାବିଲା, ଟ୍ରେନିଂ ଓ ଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ ବୈଠକ ହୋଇଥିଲା । ବୈଠକ ଶେଷ ହେବା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା…

୫୦୦ ଟଙ୍କା ପାଇଁ ୪ଘଣ୍ଟା ଚାଲିଲେ

କୋରାପୁଟ, ୧୬ା୪ (ଓଡ଼ିଶା ଭାସ୍କର); କରୋନା ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାର ବିଭିନ୍ନ ସହାୟତା ପ୍ରଦାନ କରୁଥିଲାବେଳେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ହିତାଧିକାରୀଙ୍କୁ ମଧ୍ୟ ୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ…

ଟେଷ୍ଟିଂ ହେଲେ କରୋନାକୁ କାବୁ କରାଯାଇପାରିବ: ରାହୁଲ

ନୂଆଦିଲ୍ଲୀ, ୧୬ା୪:ଦେଶରେ କରୋନା ସ୍ଥିତି ଓ ତାଲାବନ୍ଦକୁ ନେଇ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ସବୁ ଦଳଙ୍କ ସହ ମିଶି ଦେଶର ଏହି ପରିସ୍ଥିତିରେ କାମ କରିବାକୁ ପଡ଼ିବ । କାରଣ ଦେଶର…