କଳାହାଣ୍ଡିର କୋଭିଡ଼-୧୯ ହସ୍ପିଟାଲର ପରିଦର୍ଶନ କଲେ ୫ଟି ସଚିବ

କଳାହାଣ୍ଡି, ୧୫ା୪(ଓଡ଼ିଶା ଭାସ୍କର): କଳାହାଣ୍ଡି ଭାବନୀପାଟଣା ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେଠାରେ ସେ ପହଞ୍ଚି କରୋନା ସମୀକ୍ଷା କରିଛନ୍ତି । ଏହାସହ ସେଠାରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି…

କରୋନା ଡର: ଲୁଡୋ ଖେଳୁଥିବା ବେଳେ କାଶିବାରୁ ସାଙ୍ଗକୁ ଗୁଳି

କରୋନା ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଶ ଲକ-ଡାଉନ ହୋଇଥିବାରୁ ଲୋକମାନେ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ଗ୍ରେଟର ନୋଏଡାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।…

୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ ।…

କରୋନା: ଚିକିତ୍ସା ପାଇଁ ଧାଇଁଥିଲେ ମେଡିକାଲ, ସ୍କୁଟିରେ ହିଁ ଚାଲିଗଲା ଜୀବନ

ଚିକିତ୍ସା ପାଇଁ ମେଡିକାଲରୁ ମେଡିକାଲ ଯାଉଥିବା ବେଳେ ସ୍କୁଟିରେ ହିଁ ଜଣେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ଏହି ଯନ୍ତ୍ରଣାଦାୟକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କରୋନା…

ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ

ନୂଆଦିଲ୍ଲୀ, ୧୫ା୪: ଚଳିତବର୍ଷ ମୌସୁମୀ ବର୍ଷା ସ୍ୱଭାବିକ ରହିବ ବୋଲି ସୂଚନା ମିଳିଛି । ଏନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ…

ପାନୀୟ ଜଳ ସମସ୍ୟା ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ଖରାଦିନ ପାଇଁ ପାନୀୟ ଜଳ ସମସ୍ୟାକୁ ନେଇ ଗୁରୁତ୍ୱ ଦେଇଛନ୍ତି ସରକାର । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ସରକାର । ଗ୍ରାମାଞ୍ଚଳ ପାଇଁ ଟୋଲ୍…

ଭାରତକୁ ଝଟକା, ଅଧିକ ତାପମାତ୍ରାରେ ବି ସକ୍ରିୟ ରୁହନ୍ତି କରୋନା ଭାଇରସ୍‌

ନୂଆଦିଲ୍ଲୀ, ୧୫ା୪: କରୋନା ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଧିକ ତାପମାତ୍ରାରେ ମଧ୍ୟ କରୋନା ଭାଇରସ୍ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ରହିପାରନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଫ୍ରାନ୍ସର ଏକ…

କେବଳ ରବିବାର ଖୋଲିବ ବହି ଦୋକାନ, ଗ୍ୟାରେଜ

ଯାଜପୁର, ୧୫ା୪(ଓଡ଼ିଶା ଭାସ୍କର): ଲକ୍ ଡାଉନରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ହୋଇଛି । ଆସନ୍ତାକାଲିଠୁ ଆଉ ପ୍ରତିଦିନ ବହି ଦୋକାନ ଖୋଲିବନି । କେବଳ ରବିବାର ବହି, ଗ୍ୟାରେଜ, ବିଦ୍ୟୁତ ଉପକରଣ ଦୋକାନ…