ସଙ୍ଗରୋଧରେ ଆଇବି ଅଧିକାରୀ

ଭୁବନେଶ୍ୱର, ୭ା୪ (ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି) କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି । ଭୁବନେଶ୍ୱରର ସ୍ପେଶାଲ୍ ସର୍କିଟ ହାଉସ୍ ନିକଟରେ…

ଲକ୍-ଡାଉନ୍ ବଢାଇବା ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୭ ।୪: କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନକୁ ବଢାଇପାରନ୍ତି କେନ୍ଦ୍ର ସରକାର । ଏଏନଆଇ ଅନୁସାରେ ଲକ୍-ଡାଉନ ଉପରେ ବିଚାର କରିବାକୁ ବହୁ ରାଜ୍ୟ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରୁଛନ୍ତି ।…

ହ୍ୱାଟ୍ସଆପର ନୂଆ କଟକଣା, ଜଣକରୁ ଅଧିକଙ୍କୁ ଫରୱାର୍ଡ କରିହେବନି ମାସେଜ୍

ନୂଆଦିଲ୍ଲୀ, ୭ା୪: ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡ଼ିଆରେ କରୋନା ଭାଇରସ୍କୁ ନେଇ ପ୍ରଚାର କରାଯାଉଥିବା ଗୁଜବ ଉପରେ ଅଙ୍କୁଶ ଲଗାଇବାକୁ ମଙ୍ଗଳବାର ହ୍ୱାଟ୍ସଆପ୍ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ହ୍ୱାଟ୍ସଆପ୍ ମାସେଜ୍…

ଲକ୍-ଡାଉନରେ ବେଲୀ ଡ୍ୟାନ୍ସ ଶିଖୁଛନ୍ତି ସୁହାନା ଖାନ୍

ନୂଆଦିଲ୍ଲୀ,୭ ।୪: ବଲିଉଡ୍ ତାରକା ଶାହାରୁଖ ଖାନଙ୍କ ଲାଡଲି ଝିଅ ସୁହାନା ଖାନ୍ ନିଜର ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୁହାନା ଯଦିଓ ବଲିଉଡରେ ଡେବ୍ୟୁ କରିନାହାନ୍ତି, ତଥାପି ତାଙ୍କର ଫଟୋ ଓ ଭିଡିଓ ସୋସିଆଲ…

ଓଡ଼ିଶାରେ କରୋନା ନେଲା ପ୍ରଥମ ଜୀବନ

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ବିଶ୍ୱରେ ଆତଙ୍କ ଖେଲାଇଥିବା କରୋନା ଭାଇରସ୍ ଫଳରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ…

ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ମଧୁସୁଦନ ନଗର ୟୁନିଟ-୪ର ଏକ…

ସଫେଇକର୍ମୀଙ୍କୁ ନୋଟର ମାଳା ପିନ୍ଧାଇ କଲେ ସମ୍ମାନ

ଭାରତରେ ଏବେ କରୋନା ଭାଇରସର ସଙ୍କଟ ଚାଲିଛି । ୨୧ ଦିନିଆ ଲକ୍-ଡାଉନରେ ଭାଇରସକୁ ହରାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦିଆଯାଇଛି । କିନ୍ତୁ ଏହାରି ମଧ୍ୟରେ କିଛି ଲୋକ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ସେମାନଙ୍କ…