ଆସନ୍ତା ୯ରୁ ବାଧ୍ୟତାମୂଳକ ହେବ ମୁଖା ବ୍ୟବହାର

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ଦୃଷ୍ଟିରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଘରୁ ବାହାରିବା ବେଳେ ମୁଖା ପିନ୍ଧିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ…

ଲକ୍-ଡାଉନ୍ ମଧ୍ୟରେ ଚୀନର ପର୍ଯ୍ୟଟନ ସ୍ଥଳରେ ଭିଡ, ପୁନଃ କରୋନା ବ୍ୟାପିବାର ଆଶଙ୍କା

କରୋନା ଭାଇରସ୍ ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ କରି ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ଏହି ଭାଇରସର ପ୍ରଭାବ ହ୍ରାସ ପାଇଥିବା ବେଳେ ସମଗ୍ର ବିଶ୍ୱରେ ଏହା ଦ୍ରୁତ ଗତିରେ ବଢିଚାଲିଛି । ଏହି…

କରୋନା ରୋଗୀଙ୍କ ଚିକିତ୍ସା ନିଜେ କରିବେ ଏହି ଦେଶର ପ୍ରଧାନମନ୍ତ୍ରୀ

କରୋନା ଭାଇରସ୍ ସମଗ୍ର ବିଶ୍ୱରେ ବହୁ ଦ୍ରୁତ ଗତିରେ ମାଡି ଚାଲିଛି । ଏହି ସମୟରେ ଭାଇରସ ବିରୋଧରେ ଲଢେଇ କରିବାକୁ ଡାକ୍ତରମାନେ ଆଗେଇ ଆସିଛନ୍ତି । ସେମାନେ ଦିନ, ରାତି ନିଜ ଜୀବନକୁ ପଛରେ ପକାଇ ରୋଗୀଙ୍କୁ ସୁସ୍ଥ…

କେନ୍ଦ୍ରାପଡ଼ାରେ ଆଳି ବ୍ଲକର ୧୨ଟି ଗାଁ ସିଲ୍

କେନ୍ଦ୍ରାପଡ଼ା, ୭ା୪(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ଗାଁକୁ ଯିବା ଆସିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।…

ଜମାତିଙ୍କ ବିରୋଧରେ ଲାଗିବ ହତ୍ୟା ଓ ହତ୍ୟା ଉଦ୍ୟମ ଦଫା !

ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଆୟୋଜିତ ତବଲିଗି ଜମାତ ରେ ଯୋଗ ଦେଇଥିଲେ ଦେଶ ବିଦେଶର ହଜାର ହଜାର ଜମାତି ।ଯେଉଁଥିରୁ ଶତାଧକ ଏବେ ମହାମାରୀ କରୋନା ଆକ୍ରାନ୍ତ । ଲକ ଡାଉନ ପୂର୍ବରୁ ଏମାନଙ୍କ ମଧ୍ୟରୁ ବହୁଲୋକ ନିଜ ନିଜ…

କ୍ରିକେଟ ପ୍ରେମୀଙ୍କ ପାଇଁ ଟିମ ଇଣ୍ଡିଆ ବିଜୟର ଶ୍ରେଷ୍ଠ ୨୦ ମ୍ୟାଚର ରିପିର୍ଟ ଟେଲିକାଷ୍ଠ ଆଜିଠାରୁ

ଲକ୍ ଡାଉନ ହଟିବାକୁ ଆଉ ଆଠ ଦିନ । ସଭିଏଁ ଘରେ ରହି ବୋର ।ଏଭଳି ଅବସ୍ଥାରେ ଲୋକଙ୍କ ମନୋରଂଜନ ପାଇଁ ପ୍ରସାର ଭାରତୀ ରାମାୟଣ,ମହାଭାରତ ,ଚାଣକ୍ୟ,ଅଲିଫଲୈଲା,ଶକ୍ତମାନ ପ୍ରଭୃତି ୯୦ ଦଶକର ମନୋରଂଜନ ଭିତ୍ତିକ ମେଗା ଟେଲି…

ଜମାତ ସହ ଜଡିତ ୨୫ହଜାର କ୍ୱାରେଣ୍ଟାଇନରେ

ଦେଶର ଚିନ୍ତା ବଢ଼ାଇଛି ତବଲିଗି ଜମାତ । କରେନା ସଂକ୍ରମିତ ହୋଇଥିବା ଏହି ଜମାତିମାନେ ଏବେ ସୁପର ସ୍ପ୍ରେଡର ପାଲଟିଛନ୍ତି । ଜମାତରେ ଯୋଗ ଦେଇଥିବା ବ୍ୟକ୍ତି,ତାଙ୍କ ସଂସ୍ୱର୍ଶରେ ଆସଥିବା ଲୋକ ଓ ତାଙ୍କ ଅଧିକାଂଶ…

ମାସ୍କରେ ସପ୍ତାହେ ଯାଏ ରହିପାରେ କରୋନା ଭୂ୍ତାଣୁ ,ବ୍ୟବହାର ପରେ ମାରନ୍ତୁ ନାହିଁ ହାତ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କର ବ୍ୟବହାର ନିହାତି ଜରୁରୀ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣା ରୁ ସ୍ପଷ୍ଟ ହୋଇଛି ଯେ ସର୍ଜିକାଲ ମାସ୍କରେ ଏକ ସପ୍ତାହ ଯାଏ ରହିପାରେ କରୋନା ଭୂତାଣୁ । ୟୁନିଭରସିଟି…