ଏଣିକି ଅନଲାଇନରେ ହେବ କ୍ଲାସ୍, ବନ୍ଦ ରହିବ ସ୍କୁଲ- ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨ ।୪: ସାରା ଦେଶରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଦିଲ୍ଲୀରେ ୧ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବାର ନୂଆ ଶିକ୍ଷଣୀୟ…