• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ କଲା ଭାରତ, ପିଏମ ମୋଦୀଙ୍କୁ AICWAର ନିବେଦନ

ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ କଲା ଭାରତ, ପିଏମ ମୋଦୀଙ୍କୁ AICWAର ନିବେଦନ

ଭାରତରେ ପୁଣିଥରେ ବ୍ୟାନ୍ ହେଲା ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

By Chinmayee Beura Last updated Jul 3, 2025 at 11:35 AM
Share

ନୂଆଦିଲ୍ଲୀ: ଏପ୍ରିଲ ମାସରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଇଣ୍ଡିଆ ପକ୍ଷରୁ ପାକିସ୍ତାନୀ ତାରକାମାନଙ୍କର ଆକାଉଣ୍ଟକୁ ବ୍ୟାନ କରାଯାଇଥିଲା। ହେଲେ ଗତ କିଛି ଦିନ ତଳେ କିଛି ପାକିସ୍ତାନୀ ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରୋଫାଇଲ ଇଣ୍ଡିଆରେ ଦେଖିବାକୁ ମିଳିଥିଲା।

ଭାରତୀୟ ୟୁଜର୍ସ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ବର୍ତ୍ତମାନ ଭାରତ ସରକାର ଦ୍ୱିତୀୟ ଥର ପାଇଁ ଏହି ପାକିସ୍ତାନୀ ଷ୍ଟାର୍ସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଇଣ୍ଡିଆରେ ବ୍ୟାନ କରିଛନ୍ତି।

ରିପୋର୍ଟ ମୁତାବକ, AICWA ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ପୁଣି ଥରେ ଦେଖାଯିବାକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛି।

ଆହୁରି ପଢନ୍ତୁ

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

ସେ ସଙ୍ଗେ ସଙ୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପାକିସ୍ତାନୀ ସେଲିବ୍ରେଟିଙ୍କ ଆକାଉଣ୍ଟକୁ ପୁଣିଥରେ ବ୍ୟାନ କରାଯିବାର ଦାବି କରିଛି। AICWA କହିଛି ଯେ, ପାକ୍ ଷ୍ଟାର୍ସଙ୍କର ଇଣ୍ଡିଆରେ ସୋସିଆଲ ଆକ୍ଟିଭିଟି, ଆମ ସହିଦ ଯବାନଙ୍କ ବଳିଦାନର ସିଧା ଅପମାନ।

Share

Prev Post

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଏକାକାଳୀନ 6 ସ୍ଥାନରେ ଚଢାଉ

Next Post

ଅମରନାଥ ଯାତ୍ରା ଯାଉଥିଲେ ଘରକୁ ଅବଶ୍ୟ ଆଣନ୍ତୁ ଏହି 10ଟି ଜିନିଷ, ରହିବନି ଅର୍ଥର ଅଭାବ

You might also like More from author
Breaking News

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ; ୫ପ୍ରସ୍ତାବରେ ଲାଗିଲା ମୋହର

Featured

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର ରଶିରେ ଝୁଲି ଚମ୍ପଟ ମାରୁଛନ୍ତି ନେପାଳୀ ମନ୍ତ୍ରୀ !…

Breaking News

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି, କାହିଁକି ସେନା ମଧ୍ଯ…

Asia Cup

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍ ଇଣ୍ଡିଆର ଏସିଆ କପ ଅଭିଯାନ ଆରମ୍ଭ, ସଣ୍ଡେରେ ସୁପର…

Featured

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି ଜିନିଷ, ନଚେତ ରାତି ତମାମ ରହିବେ ଅନିଦ୍ରା…

Asia Cup

ଗାଁ ଓ ଗଲି କ୍ରିକେଟଠୁ ବି ହୀନ, ୟୁଏଇ ମାତ୍ର 57 ରନରେ ଅଲଆଉଟ, ଗୋଟିଏ ମ୍ୟାଚରେ ଟିମ୍ ଇଣ୍ଡିଆ କଲା…

Prev Next
Odisha Bhaskar

Recent Posts

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

Prev Next 1 of 28,737
© 2025 - TK Digital All Rights Reserved.