କରାଚୀ: ଅପରେଶନ୍ ସିନ୍ଦୁର ପରେ ପାକିସ୍ତାନ ଅଧିକୃତ ପଞ୍ଜାବର ମୁଖ୍ୟମନ୍ତର୍ୀ ମରିୟମ ନୱାଜ ଷ୍ଟେଟ୍ ଏମର୍ଜେନ୍ସି ଘୋଷଣା କରିଛନ୍ତି ।
ରାଜ୍ୟର ପ୍ରତ୍ୟେକ ଡାକ୍ତର ଓ ମେଡିକାଲ ଷ୍ଟାଫ୍ଙ୍କ ଛୁଟି ବାତିଲ କରିଦିଆଯାଇଛି ।
ଏହାଛଡ଼ା ଅଫିସର, ନାଗରିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି ।
ମଙ୍ଗଳବାର ବିଳମ୍ବିତ ରାତିରେ ଅପରେଶନ୍ ସିନ୍ଦୁର ଜରିଆରେ ଭାରତ ପାକିସ୍ତାନର ୯ ଆତଙ୍କବାଦୀ ଅଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ।