fbpx

ପାରାଲିମ୍ପିକ୍ସରେ ରୌପ୍ୟ ହାତେଇଲେ ପ୍ରବୀଣ କୁମାର

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ଟି-୬୪ ବର୍ଗରେ ପଦକ ହାସଲ କରିଛନ୍ତି ପ୍ରବୀଣ । ଏହି କ୍ରମରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚିଛି । ପାରା ଅଲିମ୍ପିକ୍ସର ଇତିହାସରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ତେବେ ଟୋକିଓ ହାଇ ଜମ୍ପରେ ଭାରତକୁ ୪ଟି ପଦକ ମିଳିଛି ।

Get real time updates directly on you device, subscribe now.