fbpx

ବୋଲ୍ଡ ଡ୍ରେସ୍ ପିନ୍ଧି ସୋସିଆଲ ମିଡିଆରେ ନିଆଁ ଲଗାଇଲେ ପରିଣିତି, ଦେଖନ୍ତୁ ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ନିକଟରେ ସେ ଖୁବ୍ ବୋଲ୍ଡ କଳା ରଙ୍ଗର ଡ୍ରେସ୍ ରେ ନଜର ଆସିଛନ୍ତି । ଯାହା ଏବେ ଇଣ୍ଟରନେଟ୍ ର ତାପମାତ୍ରା ବଢ଼ାଇଦେଇଛି । ଫ୍ୟାନ୍ସ ମାନେ ତାଙ୍କ ଲୁକ୍ ରେ ଏକଦମ୍ ପାଗଳ ହୋଇଯାଇଛନ୍ତି । ବାସ୍ତବରେ ଫଟୋଟିକୁ ଯିଏ ଦେଖିବ ସେ ପାଗଳ ହୋଇଯିବ । ଏହି ଫଟୋରେ ସେ ଏକ କଳା ରଙ୍ଗର ବୋଲ୍ଡ ଡ୍ରେସ୍ ପିନ୍ଧିଛନ୍ତି ଯାହା ତାଙ୍କୁ ଆହୁରି ସିଜଲିଂ କରିଦେଇଛି ।

ଅଭିନ୍ରେତୀ ପରିଣିତି ଚୋପ୍ରା ନିକଟରେ ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ୍ ଫଟୋଶୁଟ୍ ସେୟାର୍ କରିଛନ୍ତି । ଯେଉଁଥିରେ ଏକ ଦମ୍ ବୋଲ୍ଡ ଅବତାରରେ ନଜର ଆସିଛନ୍ତି । ଫଟୋଟି ବ୍ଲାକ୍ ହାର୍ଟ ଇମୋଜି ସହ ସେୟାର୍ କରିଛନ୍ତି ପରିଣିତି । ଏଥିରେ ଫ୍ୟାନ୍ସ ଙ୍କ ସମେତ ଅନେକ ସେଲେବ୍ ମାନେ ମଧ୍ୟ କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by Parineeti Chopra (@parineetichopra)

ତେବେ ପରିଣିତି ଏହି ଫଟୋକୁ ଫିଲ୍ମଫେୟାର୍ ମ୍ୟାଗଜିନ୍ ୨୦୨୧ ଡିସେମ୍ବର ମାସ ପାଇଁ କରିଛନ୍ତି । ବ୍ଲାକ୍ ଆଉଟଫିଟ୍ ରେ ଖୁବ୍ ହଟ୍ ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଛନ୍ତି ଅଭିନେତ୍ରୀ । ତେବେ ଅନେକ ଫ୍ୟାନ୍ସଙ୍କୁ ଏହା ଖୁବ୍ ପସନ୍ଦ ଆସିଥିବା ବେଳେ କିଛି ଜଣଙ୍କୁ ଏହା ବିଲକୁଲ୍ ପସନ୍ଦ ଆସିନାହିଁ ।

Get real time updates directly on you device, subscribe now.