fbpx
BSKY SKY
BSKY SKY

କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

BSKY

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ବେଆଇନ ଅର୍ଥ ଓ ଜାଲ ନିଯୁକ୍ତି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକ କୋର୍ଟରେ ଉପସ୍ଥିତ ହୋଇଛନ୍ତି । ତେବେ ଉଭୟଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଭିଜିଲାନ୍ସ ମାମଲାରେ ସେମାନଙ୍କୁ ଭୁବନେଶ୍ୱରର ଝାରପଡ଼ାରେ ଜେଲରେ ରଖାଯାଇଥିଲା । ୧୪ ଦିନ ପାଇଁ ଦୁହେଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ । ତେବେ କୋର୍ଟରେ ଉପସ୍ଥିତ ହୋଇ ଆକାଶ ନିଜର ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି, ସେ କାହାକୁ ଠକିନାହାନ୍ତି ।

Get real time updates directly on you device, subscribe now.