fbpx

7 ହଜାର ଲାଞ୍ଚ ନେଉଥିଲେ ସରକାରୀ ବାବୁ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ । ବେଲପଡା ବ୍ଲର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ଧରାପଡିଛନ୍ତି । ସୂଚନା ଅନୁସାରେ, ମନେରେଗା କାର୍ଯ୍ୟ ବିଲ୍ କରାଇଦେବା ପାଇଁ ଲସାଞ୍ଚ ନେଉଥିଲେ ସରକାରୀ ବାବୁ । 7 ହଜାର ନେଉଥିବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ପୂର୍ବରୁ 15 ହଜାର ନେଇଥିବା ବେଳେ ଆଜି ପୁଣି 7 ହଜାର ଲାଞ୍ଚ ନେଉଥିଲେ ହରେକୃଷ୍ଣ । ଏନେଇ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ଆଉ କେତେ କେଳେଙ୍କାରୀ ହୋଇଛି ସେନେଇ ପଚରାଉଚରା ଜାରି ରହିଛି । ତଦନ୍ତ ଶେଷ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ।

Get real time updates directly on you device, subscribe now.