fbpx

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ମାତ୍ରାଧିକ ଔଷଧ ସେବନ ଯୋଗୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା

Advertisement

ଭୁବନେଶ୍ୱର:ଏମକେସିଜି ମେଡିକାଲ୍ କଲେଜରେ ପଢୁଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ହେଉଛନ୍ତି ଶିବାନୀ ପଟ୍ଟନାୟକ । ତେବେ ପ୍ରାଥମିକ ତଦନ୍ତ ପରେ ମାତ୍ରାଧିକ ଔଷଧ ସେବନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି ।

Get real time updates directly on you device, subscribe now.