fbpx
BJD SKY
BJD SKY

ଗୋରୁ ବୋଝେଇ ପିକଅପ୍ ଓଲଟି ୧୩ ଗୋରୁ ମୃତ, ଡ୍ରାଇଭର ଫେରାର

BJD

ଓଡ଼ିଶା ଭାସ୍କର: ଦଶପଲ୍ଲା ସ୍ଥିତ ଯୋଗୀବନ୍ଧ ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗୋରୁ ବୋଝେଇ ପିକଅପ୍ ଓଲଟି ପଡ଼ିବା ଯୋଗୁଁ ୧୩ ଗୋରୁଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଆହତ ହୋଇଥିବା ୧୭ ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.