fbpx

୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ ରହିଛି । ସେହିପରି ତୃତୀୟ ରାଉଣ୍ଡରେ ବିଜେଡି ୧୩, ୬୧୧ ଭୋଟ ମିଳିଛି । ସେହିପରି ବିଜେପିକୁ ୮,୫୬୭ ଏବଂ କଂଗ୍ରେସକୁ ୧୧୮୦ ଭୋଟି ମିଳିଛି । ତେବେ ପ୍ରଥମ ରାଉଣ୍ଡ ଓ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ଚାଲିଥିଲା । ବିଜେଡିର ରୁଦ୍ର ମହାରଥୀ ୫୦୪୪ ଭୋଟରେ ଆଗୁଆ ଚାଲିଛନ୍ତି ।

Get real time updates directly on you device, subscribe now.