fbpx

ଢ଼େଙ୍କାନାଳ ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନିତି ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହାରି ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଅନେକ ବଡ଼ ବଡ଼ ଲୋକଙ୍କ ପୋଲ ଖୋଲିବାରେ ଲାଗିଛି ଭିଜିଲାନ୍ସ । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଢେଙ୍କାନାଳ ମହାବିରୋଡ଼ ଫାଣ୍ଡି ଅଧିକାରୀ । ସମରେନ୍ଦ୍ର ସାମଲଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼୍ ହୋଇଛି । ଫାଣ୍ଡି ଅଧିକାରୀ ସମରେନ୍ଦ୍ରଙ୍କ ୭ଟି ଘର ଓ ଫାର୍ମ ହାଉସରେ ଏକକାଳୀନ ଚଢ଼ାଉ ହୋଇଛି ।

Get real time updates directly on you device, subscribe now.