fbpx
BJD SKY
BJD SKY

ସୀମାବର୍ତ୍ତି ଜିଲ୍ଲାଗୁଡିକରେ ହେବ ଥାନା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାଗୁଡିକରେ ଥାନା ପ୍ରତିଷ୍ଠା ନେଇ ଆଲୋଚନା ହୋଇଛିି । ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ଏନେଇ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କିଶୋର ମହାନ୍ତି ସୂଚନା ଦେଇଛନ୍ତି । ବୈଠକରେ ଗୃହ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.