fbpx

ପୁରୀରେ ହେବ ମହାରଥୀଙ୍କ ଶେଷକୃତ୍ୟ

ପୁରୀ,୪/୧୦(ଓଡିଶା ଭାସ୍କର): ବିଜେଡି ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। ତେବେ ସରକାରୀ ବାସଭବନ ଅଣାଯାଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ବାସଭବନରୁ ବିଧାନସଭାକୁ ନିଆଯିବ ମରଶରୀର । ପୂର୍ବାହ୍ମ ୯ଟାରେ ଦଳୀୟ କାର୍ଯ୍ୟାଳୟ ଆସିବ । ଏହାପରେ ପିପିଲି ସ୍ଥିତ ବାସଭବନକୁ ନିଆଯିବ । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ

Get real time updates directly on you device, subscribe now.