fbpx

ବର୍ଷାଋତୁରେ କମିଗଲା ଲୁହାରଡ୍ ଏବଂ ସିମେଣ୍ଟ ମୂଲ୍ୟ, ଜାଣନ୍ତୁ କେତେ ଅଛି ରେଟ୍

ନୂଆଦିଲ୍ଲୀ: ମୌସୁମୀ ଋତୁ ଚାଲିଛି । ଯେଉଁମାନେ ଘର ନିର୍ମାଣ କରୁଥିଲେ କିମ୍ବା ଘର ନିର୍ମାଣ କରିବାକୁ ଚିନ୍ତା କରୁଥିଲେ, ବର୍ଷା ଯୋଗୁଁ ସେମାନଙ୍କ କାମରେ ବ୍ରେକ୍ ଲାଗିଛି । ଏଥିପାଇଁ ଲୁହାରଡ଼୍ ଏବଂ ସିମେଣ୍ଟ ମୂଲ୍ୟରେ ହ୍ରାସ ଘଟିଛି ।

ଗତ କିଛି ଦିନ ହେବ ଲୁହାରଡ୍ ଏବଂ ସିମେଣ୍ଟ ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଯେକୌଣସି ପ୍ରକାର ନିର୍ମାଣ ପାଇଁ ଭଲ ଗୁଣବତ୍ତା ଲୁହାରଡ୍ ଏବଂ ସିମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଉଭୟ ଭଲ ଗୁଣବତ୍ତା ତେବେ ଘର କିମ୍ବା କାର୍ଯ୍ୟାଳୟର ଜୀବନ ଦୀର୍ଘ ହେବ ।

ଆଜିକାଲି ଲୋକମାନେ ଅନଲାଇନରେ ଲୁହାରଡ ଏବଂ ସିମେଣ୍ଟର ମୂଲ୍ୟ ଯାଞ୍ଚ କରନ୍ତି । ସେଥିପାଇଁ ଆମେ ଆପଣଙ୍କ ପାଇଁ ଲୁହାରଡ ଏବଂ ସିମେଣ୍ଟର ଅତ୍ୟାଧୁନିକ ମୂଲ୍ୟ ଆଣିଛୁ ।

ଆଜି ସିମେଣ୍ଟ ହାର :-
ଅମ୍ବୁଜା ସିମେଣ୍ଟ – ୩୨୦ ଟଙ୍କା ।
ଏସିସି ସିମେଣ୍ଟ – ୩୬୫ ଟଙ୍କା ।
ଅଲ୍ଟ୍ରାଟେକ୍ ସିମେଣ୍ଟ – ୩୨୦ ଟଙ୍କା ।
ବିର୍ଲା ସିମେଣ୍ଟ – ୩୬୫ ଟଙ୍କା ।
ଡାଲମିଆ ସିମେଣ୍ଟ – ୪୦୦ ଟଙ୍କା ।
ଜେପି ସିମେଣ୍ଟ – ୩୮୦ ଟଙ୍କା ।
ଜେ.କେ ଲକ୍ଷ୍ମୀ ସିମେଣ୍ଟ – ୩୮୦ ଟଙ୍କା ।
ବଙ୍ଗର ସିମେଣ୍ଟ – ୩୭୦ ଟଙ୍କା ।
ଶ୍ରୀ ସିମେଣ୍ଟ – ୩୪୦ ଟଙ୍କା ।
କରୋମଣ୍ଡଳ ସିମେଣ୍ଟ – ୩୬୦ ଟଙ୍କା ।

ଆଜି ଲୁହାରଡ ହାର :-
ଭବନଗର – ଟନ୍ ପିଛା ୪୮,୧୦୦ ଟଙ୍କା ।
ଚେନ୍ନାଇ – ଟନ୍ ପିଛା ୪୭,୩୦୦ ଟଙ୍କା ।
ଅହମ୍ମଦାବାଦ – ଟନ୍ ପିଛା ୪୬,୫୦୦ ଟଙ୍କା ।
ଦୁର୍ଗାପୁର – ଟନ୍ ପିଛା ୪୧,୬୦୦ ଟଙ୍କା ।
ଦିଲ୍ଲୀ – ଟନ୍ ପିଛା ୪୬,୨୦୦ ଟଙ୍କା ।
ବାଙ୍ଗାଲୋର – ଟନ୍ ପିଛା ୪୬,୧୦୦ ଟଙ୍କା ।
ଗାଜିଆବାଦ – ଟନ୍ ପିଛା ୪୬,୫୦୦ ଟଙ୍କା ।
ମୁଜାଫରନଗର – ଟନ୍ ପିଛା ୪୫,୨୦୦ ଟଙ୍କା ।
ନାଗପୁର – ଟନ୍ ପିଛା ୪୬,୪୦୦ ଟଙ୍କା ।
କାନପୁର – ଟନ୍ ପିଛା ୪୮,୧୦୦ ଟଙ୍କା ।
ମୁମ୍ବାଇ – ଟନ୍ ପିଛା ୪୪,୫୦୦ ଟଙ୍କା ।
କୋଲକାତା – ଟନ୍ ପିଛା ୪୧,୪୦୦ ଟଙ୍କା ।

ଆକାର ଅନୁଯାୟୀ ରିବରର ମୂଲ୍ୟ:
୬ ମିମି ଲୁହାରଡର ମୂଲ୍ୟ – କ୍ୱିଣ୍ଟାଲ ପିଛା ୬୨୫୦ ଟଙ୍କା ।
୧୦ ମିମି ଲୁହାରଡର ମୂଲ୍ୟ – କ୍ୱିଣ୍ଟାଲ ପିଛା ୫୭୦୦ ଟଙ୍କା ।
୧୨ ମିମି ଲୁହାରଡର ମୂଲ୍ୟ – କ୍ୱିଣ୍ଟାଲ ପିଛା ୫୭୦୦ ଟଙ୍କା ।
୧୬ ମିଲିମିଟର ଲୁହାରଡର ମୂଲ୍ୟ – କ୍ୱିଣ୍ଟାଲ ପିଛା ୮୨୦୦ ରୁ ୮୩୫୦ ଟଙ୍କା ।

Get real time updates directly on you device, subscribe now.