fbpx

ପୋଲିସ ପଦୋନ୍ନତି ନିୟମ କୋହଳ , ଜଣାନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର) : 2021 ପାଇଁ ପୋଲିସ ପଦୋନ୍ନତି ନିୟମ କୁ କୋହଳ କରାଯାଇଛି । ସବଇନ୍ସପେକ୍ଟର ରୁ ଇନ୍ସପେକ୍ଟର ହେବାକୁ ଥିବା ନିୟମ କୋହଳ କରାଯାଇଛି  ।10 ବର୍ଷ ପରିବର୍ତ୍ତେ ଅଭିଜ୍ଞତା ଯୋଗ୍ୟତା 8 ବର୍ଷ କୁ କମାଇ ଦିଆ ଯାଇଛି  ।ତାଲିମ ସମ୍ପୂର୍ଣ କରିଥିଲ ପଦୋନ୍ନତି ପାଇବେ ସବଇନ୍ସପେକ୍ଟର । ଏନେଇ ନିଷ୍ପତି ନେଇଛନ୍ତି ସରକାର ।

Get real time updates directly on you device, subscribe now.