fbpx

ବିଜେଡ଼ିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଓଡ଼ିଶା ଭାସ୍କର: ଓଡ଼ିଶା ଭାସ୍କର: ବିଜେଡ଼ି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ସେ ୨୦୦୯ରୁ ୨୦୧୯ ଖଲ୍ଲିକୋଟ ବିଧାୟକ ଥିଲେ । ୨୦୦୯ ଓ ୨୦୧୪ରେ ସେ ବିଜେଡ଼ିରୁ ଦୁଇ ଥର ଜିତିଥିଲେ । ଏହା ସତ୍ତ୍ୱେ ୨୦୧୯ରେ ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରିନଥିଲା । ବର୍ତ୍ତମାନ ସେ କେଉଁ ଦଳରେ ସାମିଲ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.