fbpx

ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର । ଅନୁଗୁଳ ଛେଣ୍ଡିପଦା ରେଞ୍ଜ୍‌ରେ ହାତୀ ଶରୀରରେ ଖଞ୍ଜାଗଲା । ଏହା ଦ୍ୱାରା ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରିବ । ଆଗାମୀ ଦିନରେ ସମସ୍ୟା ସୃଷ୍ଟିକାରୀ ହାତୀପଲଙ୍କ ପାଇଁ ବ୍ୟବହାର ହେବ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।

Get real time updates directly on you device, subscribe now.