fbpx

ରଘୁନାଥ ହେଲେ ବିଜେପି ପ୍ରଚାର କମିଟିର ଅଧ୍ୟକ୍ଷ

ବାଲେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଚୂଢାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାର୍ଥୀ ଚୟନ ପରେ ବିଜେପିର ପ୍ରଚାର କମିଟିର ଆଜି ଅଧ୍ୟକ୍ଷ ହୋଇଛନ୍ତି ରଘୁନାଥ ମହାନ୍ତି । ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.