ଭୁବନେଶ୍ୱର: କଂଗ୍ରେସ ପାର୍ଟୀ ଲଗାତାର ସଂସଦରେ ଅଦାନୀ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବାକୁ ପ୍ରୟାସ କରୁଛି। ଏହାରି ମଧ୍ୟରେ ବିଜେପିର ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ଅର୍ଥବ୍ୟବସ୍ଥାକୁ ଖରାପ କରିବାର ପ୍ରାୟସ କରାଯାଉଛି। ଭାରତର ସେୟାର ମାର୍କେଟକୁ ଟାର୍ଗେଟ କରାଯାଉଛି।
ସେ ଆଗକୁ କହିଛନ୍ତି ଯେ, ଭାରତର ସେୟାର ମାର୍କେଟକୁ ଟାର୍ଗେଟ କରାଯାଉଛି। ଭାରତର ଶିଳ୍ପପତିଙ୍କୁ ଟାର୍ଗେଟ କରାଯାଉଛି। କିଛି ଶକ୍ତି ଭାରତକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି। ରାହୁଲ ଗାନ୍ଧୀ ସଂସଦର ସଦସ୍ୟ। ଏଲଓପି ରାହୁଲ ଗାନ୍ଧୀ ଦେଶଦ୍ରୋହୀ ଅଟନ୍ତି। ଜର୍ଜ ସୋରୋସ ନିଜ ସୋସାଇଟିକୁ ଫଣ୍ଡିଂ କରୁଛନ୍ତି। ଏହା ଦେଶ ବିରୋଧ ପ୍ରୋପାଗେଣ୍ଡା ପ୍ରସାରିତ କରୁଛନ୍ତି। ଏହି ପ୍ରସଙ୍ଗ ଗଭୀର ଅଟେ। ଦେଶର ଏକତା ଏବଂ ସାର୍ବଭୌମତ୍ୱର ପ୍ରସଙ୍ଗ। କିଛି ଶକ୍ତି ଭାରତକୁ ଭାଙ୍ଗିବାକୁ ଚାହୁଁଛି। ପ୍ରେସ ନ୍ୟୁଜ ପେପର ମିଡିଆ ଏହାର କିଛି ଖୁଲାସା କରିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଜର୍ଜ ସୋରୋସଙ୍କୁ ଭେଟିଛନ୍ତି।