fbpx

ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ

କଟକ, 7/2 : ଏକ ଦୁଃଖଦ ଘଟଣାକ୍ରମେ ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ ଘଟିଛି। ତାଙ୍କର କଟକ ଡଗରପଡ଼ା ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଛି। ୧୯୩୮ରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସ। ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ ରଣଧୀର। ସେ ଚଳଚ୍ଚିତ୍ର ପତ୍ରିକା ‘ଜୀବନ ରଙ୍ଗ’ର ସଂପାଦକ ଥିଲେ । ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ ରଣଧୀର ଦାସ।

Get real time updates directly on you device, subscribe now.