fbpx

ରାଜ୍ୟରେ ୫୦,୩୭,୨୪୭ ମେଟ୍ରିକ୍ ଧାନ ସଂଗ୍ରହ

ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ରାଜ୍ୟରେ ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ଆଜି ସୁଦ୍ଧା ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇସାରିଛି । ୮୯୯୬.୮୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ପ୍ରଦାନର ବ୍ୟବସ୍ଥା ହୋଇଛି । ଏନେଇ ଟ୍ୱିଟ କରି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.