ଅପରେଶନ୍ ସିନ୍ଦୂର ନେଲା ବଡ଼ ମୁଣ୍ଡ: Most Wanted ଆତଙ୍କବାଦୀ ରୌଫ୍ ନିପାତ୍

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ରୌଫ୍ ପ୍ରାଣ ହରାଇଛି । ଭାରତର ଏୟାର ଷ୍ଟ୍ରାଇକରେ ରୌଫର ମୃତ୍ୟୁ ହୋଇଥିବା ସୂଚନା ।

ବହାବଲପୁରରେ ଆତଙ୍କବାଦୀ ଅବଦୁଲ ରୌଫ୍ ନିପାତ । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ।

ଜୈଶ-ଇ-ମହମ୍ମଦ ମୁଖ୍ୟ ମସୁଦ୍ ଅଜହରର ଭାଇ ହେଉଛି ରୌଫ୍ । କାନ୍ଦାହାର ଓ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ରୌଫ୍ ।

ଗତକାଲି ଭୋର ଆକ୍ରମଣରେ ମସୁଦର ୧୦ ପରିବାର ଲୋକଙ୍କ ମୃତ୍ୟୁ ଘଟିଛି ।