ଅକ୍ଟୋବର ୮ରୁ RI ପରୀକ୍ଷା, OSSSCର ବିଜ୍ଞପ୍ତି ପ୍ରକାଶ
ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।
ଭୁବନେଶ୍ୱର: ଅକ୍ଟୋବର ୮ରୁ RI, ଅମିନ ପରୀକ୍ଷା।
ICDS ସୁପରଭାଇଜର, ARI ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ।
ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।
OSSSC ପକ୍ଷରୁ ପରୀକ୍ଷା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି।